ରାସ୍ତାକଡ଼ ଦୋକାନ ଘରେ ମାଡ଼ିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଦୋକାନ ମାଲିକ

ହେମଗିରି ଥାନା ଲୁଆବାହାଲ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଘରେ ମାଡ଼ି ଯାଇଛି। ଫଳରେ ଦୋକାନ ଘର ସଂପୂର୍ଣ୍ଣ ଭାଙ୍ଗି ଯିବା ସହ ଦୋକାନର ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି।

nj

ସୁନ୍ଦରଗଡ଼: ହେମଗିରି ଥାନା ଲୁଆବାହାଲ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଘରେ ମାଡ଼ି ଯାଇଛି। ଫଳରେ ଦୋକାନ ଘର ସଂପୂର୍ଣ୍ଣ ଭାଙ୍ଗି ଯିବା ସହ ଦୋକାନର ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଥିଲେ ଦୋକାନ ମାଲିକ ଅଜୟ ନେଗୀ। 

ହେମଗିରି ଥାନା ଲୁଆବାହାଲ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଘରେ ମାଡ଼ି ଯାଇଛି। ଫଳରେ ଦୋକାନ ଘର ସଂପୂର୍ଣ୍ଣ ଭାଙ୍ଗି ଯିବା ସହ ଦୋକାନର ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଥିଲେ ଦୋକାନ ମାଲିକ ଅଜୟ ନେଗୀ। ବାଙ୍କୀବାହାଲ - ଟପରିଆ ରାସ୍ତାରେ ଏପରି ଦୁର୍ଘଟଣା ସାଧାରଣ ହୋଇଗଲାଣି । ପ୍ରତିଦିନ କୌଣସି ନା କୌଣସି ପ୍ରକାର କ୍ଷୟକ୍ଷତି ହେବା ସହ ଜୀବନହାନି ମଧ୍ୟ ଘଟୁଛି। ଫଳରେ ଏହି ରାସ୍ତା ଦେଇ କୋଇଲା ପରିବହନକୁ ବନ୍ଦ କରାଯିବା ପାଇଁ ବାରମ୍ବାର ଦାବି ହେଉଛି।

ବାଙ୍କୀବାହାଲ - ଟପରିଆ ରାସ୍ତାରେ ଏପରି ଦୁର୍ଘଟଣା ସାଧାରଣ ହୋଇଗଲାଣି । ପ୍ରତିଦିନ କୌଣସି ନା କୌଣସି ପ୍ରକାର କ୍ଷୟକ୍ଷତି ହେବା ସହ ଜୀବନହାନି ମଧ୍ୟ ଘଟୁଛି। ଫଳରେ ଏହି ରାସ୍ତା ଦେଇ କୋଇଲା ପରିବହନକୁ ବନ୍ଦ କରାଯିବା ପାଇଁ ବାରମ୍ବାର ଦାବି ହେଉଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe