newindianexpress
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ୭ମ ଓ ଅନ୍ତିମ ପର୍ଯ୍ୟାୟର ମତଦାନ ମଇ ୧୯ରେ ଜାରି ରହିଛି। ଏହି ନିର୍ବାଚନ ଫଳଫଳ ମଇ ୨୩ରେ ଆସିବା ନେଇ ରୋକ ଲଗାଇ ଦିଆଯାଇଛି। ଏହି କ୍ରମରେ ଅନେକ ସ୍ଥାନରେ ଦ୍ୱିତୀୟ ଥର ଭୋଟିଂ ହେବା ନେଇ ସୂଚନା ମିଳିଛି।
ଅଧିକାରୀକ ସୂତ୍ରରୁ ପ୍ରକାଶ, ଅରୁଣାଚଳ ପ୍ରଦେଶରେ ଦୁଇଟି ବୁଥ୍ରେ ମଇ ୨୧ ତାରିଖରେ ସାନି ମତଦାନ ହେବ। ଉପମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ଅଧିସୂଚନାରେ କହିଛନ୍ତି, କୁରଙ୍ଗ କୁମେ ଜିଲ୍ଲାରେ କୋଲୋରିୟାଙ୍ଗ ନିର୍ବାଚନୀ କ୍ଷେତ୍ରରେ ଗୋଟିଏ ବୁଥ୍ ଓ କରା ଦାଦରି ଜିଲ୍ଲାର ତାଲି ସିଟ୍ରେ ଆଉ ଏକ ବୁଥରେ ମତଦାନ ହେବ। ପୋଲ ପ୍ୟାନଲର ଏକ ଟିମ୍ର ଅନୁରୋଧ କ୍ରମେ ରିପୋଲିଂର ନିର୍ମାଣ କରାଯାଇଛି। ଯିଏକି ମଇ ୧୪ ତାରିଖରେ ବିଭନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ସାକ୍ଷାତ କରିଥିଲେ।
DNA Indiaମତଦାନ କେନ୍ଦ୍ର କୋଲୋରିୟାଙ୍ଗ ନିର୍ବାଚନ କ୍ଷେତ୍ରରେ ୨୮-ନାମପ ଓ ତାଲି ନିର୍ବାଚନ କ୍ଷେତ୍ରରେ ୬-ଗିମ୍ବା ରହିଛି। ସକାଳ ୬ଟାରୁ ନେଇ ଦ୍ୱିପହର ଦୁଇଟା ପର୍ଯ୍ୟନ୍ତ ଏହି ମତଦାନ ହେବ। ୨୦ ଓ ୨୭ ଏପ୍ରିଲକୁ ଅରୁଣାଞ୍ଚଳ ପ୍ରଦେଶର ୧୮ଟି ବୁଥରେ ଏହି ଦୁଇ ମତଦାନ କେନ୍ଦ୍ରରେ ପୂର୍ବରୁ ମତଦାନ ହୋଇସାରିଛି।
Follow Us