ଉଦ୍ଧାର ହୋଇଥିବା ଅଜଣା ଲୋକଙ୍କ ମୃତ୍ୟୁ

କେନ୍ଦୁଝର ସ୍ଥାନୀୟ ଗୁମରା ଦୁର୍ଗା ମଣ୍ତପ ନିକରେ ଜଣେ ଅଜଣା ବ୍ୟକ୍ତି ଗତକାଲି ପଡ଼ିରହିଥିଲେ। ତାଙ୍କୁ ୧୦୮ ଆମ୍ବୁଲାମ୍ସ ଯୋଗେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Husband beat her to death

ପଦ୍ମପୁର: କେନ୍ଦୁଝର ସ୍ଥାନୀୟ ଗୁମରା ଦୁର୍ଗା ମଣ୍ତପ ନିକରେ ଜଣେ ଅଜଣା ବ୍ୟକ୍ତି ଗତକାଲି ପଡ଼ିରହିଥିଲେ। ତାଙ୍କୁ ୧୦୮ ଆମ୍ବୁଲାମ୍ସ ଯୋଗେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

କେନ୍ଦୁଝର ସ୍ଥାନୀୟ ଗୁମରା ଦୁର୍ଗା ମଣ୍ତପ ନିକରେ ଜଣେ ଅଜଣା ବ୍ୟକ୍ତି ଗତକାଲି ପଡ଼ିରହିଥିଲେ। ତାଙ୍କୁ ୧୦୮ ଆମ୍ବୁଲାମ୍ସ ଯୋଗେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବାରୁ ମୃତଦେହକୁ ଶବ ଗୃହରେ ରଖାଯାଇଛି।

ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବାରୁ ମୃତଦେହକୁ ଶବ ଗୃହରେ ରଖାଯାଇଛି। ତେବେ ମୃତ ବ୍ୟକ୍ତି ଜଣଙ୍କ ବୟସ ୪୦ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଥିବାବେଳେ ସେ ଦେହରେ ଏକ ଗଞ୍ଜି ଓ ଏକ ପ୍ୟାଣ୍ଟ ପିନ୍ଧିଛନ୍ତି। ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe