ମହୁମାଛି ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

Advertisment

ଭାଲୁଲତା ରେଳଷ୍ଟେସନ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ଜିଆର୍‌ପି ମୃତ ମହିଳାଙ୍କ ଶବକୁ ରାଉରକେଲା ସରକାରୀ ହସ୍ପିଟାଲର ମର୍ଗରେ ରଖିଛି।

ଭାଲୁଲତା ରେଳଷ୍ଟେସନ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ଜିଆର୍‌ପି ମୃତ ମହିଳାଙ୍କ ଶବକୁ ରାଉରକେଲା ସରକାରୀ ହସ୍ପିଟାଲର ମର୍ଗରେ ରଖିଛି।

Dead

ବିଶ୍ରା: ଭାଲୁଲତା ରେଳଷ୍ଟେସନ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ, ସକାଳେ ଜଣେ ମହିଳାଙ୍କୁ କିଛି ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ମହିଳାଙ୍କ ମୁହଁରେ ବିଭିନ୍ନ ଜାଗାରେ କାମୁଡ଼ିଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ମହିଳାଙ୍କୁ ଚିକିତ୍ସା ପାଇଁ ବିଶ୍ରା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭାଲୁଲତା ରେଳଷ୍ଟେସନ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ, ସକାଳେ ଜଣେ ମହିଳାଙ୍କୁ କିଛି ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ମହିଳାଙ୍କ ମୁହଁରେ ବିଭିନ୍ନ ଜାଗାରେ କାମୁଡ଼ିଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ମହିଳାଙ୍କୁ ଚିକିତ୍ସା ପାଇଁ ବିଶ୍ରା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ ବନ୍ଧମୁଣ୍ଡା ଜିଆର୍‌ପି ମୃତ ମହିଳାଙ୍କ ଶବକୁ ରାଉରକେଲା ସରକାରୀ ହସ୍ପିଟାଲର ମର୍ଗରେ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe