କୁଚିଣ୍ଡାରେ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳିତ

Advertisment

ଆଜି କୁଚିଣ୍ଡା ମହାବିଦ୍ୟାଳୟ ଅଡିଟୋରିୟମଠାରେ ୯୦ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। କୁଚିଣ୍ଡା ଡେପୁଟି କଲେକ୍ଟର ଲୋଚନ ଶବରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଆଜି କୁଚିଣ୍ଡା ମହାବିଦ୍ୟାଳୟ ଅଡିଟୋରିୟମଠାରେ ୯୦ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। କୁଚିଣ୍ଡା ଡେପୁଟି କଲେକ୍ଟର ଲୋଚନ ଶବରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

bh

କୁଚିଣ୍ଡା: ଆଜି ମଙ୍ଗଳବାର ଏପ୍ରିଲ ୧ ତାରିଖ କୁଚିଣ୍ଡା ମହାବିଦ୍ୟାଳୟ ଅଡିଟୋରିୟମଠାରେ ୯୦ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। କୁଚିଣ୍ଡା ଡେପୁଟି କଲେକ୍ଟର ଲୋଚନ ଶବରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବମୟ ପ୍ରଧାନ ମୁଖ୍ୟ ଅତିଥି, ବିଡିଓ ଜୟନ୍ତ ସାହୁ, ସରିତା ଓରାମ, ତହସିଲଦାର ମିତାଲି ମଧୁସ୍ମିତା ଦଲେଇ, ରମେଶ ସାହୁ, ଅଧ୍ୟକ୍ଷା ସୁଭଦ୍ରା ଦାସ ଓ ଅଧ୍ୟାପିକା ମମତା ସାହୁ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ଗଠନର ପ୍ରାକ ଇତିହାସ ବିଷୟରେ ଉଦବୋଧନ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe