ସୁରକ୍ଷା ବାହିନୀ ଦ୍ଵାରା ତିନୋଟି ବଙ୍କର ସହ ବିପୁଳ ମାଓ ସାମଗ୍ରୀ ଠାବ

ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଥାନା ଅନ୍ତର୍ଗତ ହେଣ୍ଡେକୁଲିର ନିକଟ ସରଣ୍ଡା ଜଙ୍ଗଲରୁ ୨୦୯ କୋବ୍ରା ବାଟାଲିୟନ ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଭିତରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି।

କୋଇଡ଼ା: ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀ ହାତରେ ଲାଗିଲା ବଡ଼ ସଫଳତା। ତିନୋଟି ମାଓ ବଙ୍କର ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ। ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଥାନା ଅନ୍ତର୍ଗତ ହେଣ୍ଡେକୁଲିର ନିକଟ ସରଣ୍ଡା ଜଙ୍ଗଲରୁ ୨୦୯ କୋବ୍ରା ବାଟାଲିୟନ ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଭିତରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି।

ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀ ହାତରେ ଲାଗିଲା ବଡ଼ ସଫଳତା। ତିନୋଟି ମାଓ ବଙ୍କର ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ। ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଥାନା ଅନ୍ତର୍ଗତ ହେଣ୍ଡେକୁଲିର ନିକଟ ସରଣ୍ଡା ଜଙ୍ଗଲରୁ ୨୦୯ କୋବ୍ରା ବାଟାଲିୟନ ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଭିତରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି।

କିଛି ଦିନ ପୂର୍ବରୁ ରେଳ ଲାଇନ୍ ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ଟ୍ରାକ୍ କ୍ଷତିଗ୍ରସ କରିଥିଲେ ମାଓବାଦୀ ଓ ଦୁଇଦିନ ପୁର୍ବରୁ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଦୁଇ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ କମ୍ବିଂ ଜୋରଦାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe