ଓଲଟିଲା ପରିବା ବୋଝେଇ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଦୁଇ ବ୍ୟବସାୟୀ

କାମାକ୍ଷାନଗର ଥାନା ବିଜାଡିହି ଗ୍ରାମ ନିକଟରେ ଓଲଟିଲା ପରିବା ବୋଝେଇ ଗାଡ଼ି। ଘନ କୁହୁଡ଼ି ଯୋଗୁ ରାସ୍ତା ଦୃଶ୍ୟମାନ ନହେବା ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବା ଜଣାପଡ଼ିଛି।

zxc

କାମାକ୍ଷାନଗର: କାମାକ୍ଷାନଗର ଥାନା ବିଜାଡିହି ଗ୍ରାମ ନିକଟରେ ଓଲଟିଲା ପରିବା ବୋଝେଇ ଗାଡ଼ି। ଘନ କୁହୁଡ଼ି ଯୋଗୁ ରାସ୍ତା ଦୃଶ୍ୟମାନ ନହେବା ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଆଜି ସୋମବାର କାମାକ୍ଷାନଗରରେ ସାପ୍ତାହିକ ହାଟ ଯୋଗୁ କଟକରୁ ଦୁଇଜଣ ବ୍ୟବସାୟୀ ପରିବା ନେଇ ଆସୁଥିଲେ। ତେବେ ଗାଡ଼ିରେ ଥିବା ଦୁଇଜଣ ବ୍ୟବସାୟୀ ସୁରକ୍ଷିତ ରହିଛନ୍ତି। ଗାଡ଼ିଟି ଓଲଟିବା ଯୋଗୁ ରାସ୍ତାରେ ପରିବା ସବୁ ପଡ଼ିରହିଛି। ଖବର ପାଇ କାମାକ୍ଷାନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe