ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ବିମାନବନ୍ଦର ପାଚେରି

Advertisment

ପୁଣି ବର୍ଷାରେ ଭୁଶୁଡ଼ିଲା ବିମାନବନ୍ଦରର ପାଚେରି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା।

ପୁଣି ବର୍ଷାରେ ଭୁଶୁଡ଼ିଲା ବିମାନବନ୍ଦରର ପାଚେରି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା।

Untitled

ମାଲକାନଗିରି: ପୁଣି ବର୍ଷାରେ ଭୁଶୁଡ଼ିଲା ବିମାନବନ୍ଦରର ପାଚେରି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା। ପାଚେରୀ ଭୁଶୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।

ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା। ପାଚେରୀ ଭୁଶୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଆଜି ପୁଣି ବର୍ଷା ଯୋଗୁଁ ପାଚେରି ଭାଙ୍ଗି ଯାଇଛି। ବାରମ୍ବାର ପାଚେରି ଭୁଶୁଡ଼ିବା ନିର୍ମାଣ କାର୍ଯ୍ୟର ସାଧୁତା ଉପରେ ପ୍ରଶ୍ନ ଉଠିଛି।

ଆଜି ପୁଣି ବର୍ଷା ଯୋଗୁଁ ପାଚେରି ଭାଙ୍ଗି ଯାଇଛି। ବାରମ୍ବାର ପାଚେରି ଭୁଶୁଡ଼ିବା ନିର୍ମାଣ କାର୍ଯ୍ୟର ସାଧୁତା ଉପରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe