ମୀନ :ଭାଗ୍ୟ‌େର ଯାହା ପାଇବେ ତାହା ଆପଣଙ୍କ ଲାଗି ଅନୁକୂଳ ହେବ। କୋର୍ଟକଚେରି ମାମଲା ଠାରୁ ଦୂରରେ ରହନ୍ତୁ। କାରବାରରେ ଆପଣଙ୍କର ଲାଭ ହିଁ ଲାଭ ହେବ। ଅଫିସରେ ଲାଗି ରହିଥିବା ଝଞ୍ଜଟ ସମାଧାନ ହୋଇଯିବ। ଉଚ୍ଚାଧିକାରୀଙ୍କର ସହଯୋଗ ପାଇବେ। ଚାକିରି ଖୋଜୁଥିବା ଯୁବକ ଭଲ ଜାଗାରେ ଚାକିରି ପାଇବେ। ରାଜନୈତିକ ପରିସର ବଢ଼ିବ। ଭବି‌ଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରର ପରିବେଶ ଶାନ୍ତିପ୍ରଦ ରହିବ। ଛାତ୍ରଛାତ୍ରୀଙ୍କର ସମସ୍ୟା ଦଳବଦ୍ଧ ଅଧ୍ୟୟନରେ ସମାଧାନ ହେବ। ପୁରୁଣା ରୋଗ କଷ୍ଟ ଦେଇପାରେ।