ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମହିଳାଙ୍କୁ ପିଟିଲା ବାଇକ୍: ଘଟଣାସ୍ଥଳରେ ମହିଳା ମୃତ

Advertisment

ସଦର ଥାନା ଜପଙ୍ଗାରେ ଘଟିଛି  ଏକ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମହିଳାଙ୍କୁ ପିଟିଲା ବାଇକ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ। ମୃତା ହେଲେ ଜପଙ୍ଗାର ସୁରେଖା ନାଏକ।

ସଦର ଥାନା ଜପଙ୍ଗାରେ ଘଟିଛି  ଏକ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମହିଳାଙ୍କୁ ପିଟିଲା ବାଇକ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ। ମୃତା ହେଲେ ଜପଙ୍ଗାର ସୁରେଖା ନାଏକ।

dead woman

ସୁନ୍ଦରଗଡ଼: ଗତକାଲି ସଦର ଥାନା ଜପଙ୍ଗାରେ ଘଟିଛି  ଏକ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମହିଳାଙ୍କୁ ପିଟିଲା ବାଇକ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ। ମୃତା ହେଲେ ଜପଙ୍ଗାର ସୁରେଖା ନାଏକ। ରିପ୍ଲେକ୍ସ ନାଏକ ନାମକ ଯୁବକ ବାଇକରେ ଦ୍ରୁତଗତିରେ ଆସି ମହିଳାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୁଲିସ  ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe