ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଗଲେ ମହିଳା, ଖୋଜୁଛି ଓଡ୍ରାପ୍ଟ ଟିମ୍

ବାଙ୍କୀ ରତାଗଡ଼ ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜଣେ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଛନ୍ତି। ବଢ଼ି ପାଣିରେ ଓଡ୍ରାପ୍ଟ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।

water accident

ବାଙ୍କୀ: ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜ‌ନୈକ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଥିବାର ଖବର ମିଳିଛି। ବାଙ୍କୀ ରତାଗଡ଼ ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜଣେ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଛନ୍ତି। ବଢ଼ି ପାଣିରେ ଓଡ୍ରାପ୍ଟ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।

ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜ‌ନୈକ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଥିବାର ଖବର ମିଳିଛି। ବାଙ୍କୀ ରତାଗଡ଼ ମହାନଦୀରେ ଖୁଦୁରୁକୁଣୀ ଓଷା କରିଥିବା ଜଣେ ମହିଳା ଦୁହୁରୀ ଛାଡ଼ୁଥବା ବେଳେ ସ୍ରୋତରେ ଭାସିଯାଇଛନ୍ତି। ବଢ଼ି ପାଣିରେ ଓଡ୍ରାପ୍ଟ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।

ବଢ଼ି ପାଣିରେ ଓଡ୍ରାପ୍ଟ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe