ନିଆଁରେ ପୋଡ଼ି ମହିଳା ଗୁରୁତର

ଘରେ ନିଆଁ ସେକି ହେଉଥିବାବେଳେ ଜଣେ ମହିଳା ପୋଡ଼ିଯାଇଛନ୍ତି। ଆଜି ସକାଳେ ବଣାଇ ବ୍ଲକ ଅନ୍ତର୍ଗତ ଖଣ୍ଡାପାଟ ଗାଁରେ ଘଟିଛି ଏହି ଅଘଟଣ। ଗୁରୁତର ଆହତ ହେଉଛନ୍ତି ପାଣିକିଆ କିଷାନ (୪୫)।

ରାଉରକେଲା ସରକାରୀ ଡାକ୍ତରଖାନା: ସବୁ କାମର ହେବ ସ୍ବତନ୍ତ୍ର ଅଡିଟ୍‌

ରାଉରକେଲା: ଘରେ ନିଆଁ ସେକି ହେଉଥିବାବେଳେ ଜଣେ ମହିଳା ପୋଡ଼ିଯାଇଛନ୍ତି। ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଖଣ୍ଡାପାଟ ଗାଁରେ ଘଟିଛି ଏହି ଅଘଟଣ। ଗୁରୁତର ଆହତ ହେଉଛନ୍ତି ପାଣିକିଆ କିଷାନ (୪୫)।

ମହିଳାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe