କ୍ଷତାକ୍ତ ନବଜାତ ଶିଶୁପୁତ୍ର ଉଦ୍ଧାର

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୁମାରୀ ପଞ୍ଚାୟତ ଦେଉଳି ଗାଁ ସମ୍ମୁଖ  ୧୬ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡ ପିଣ୍ଢିରେ ଏକ ନବଜାତ କ୍ଷତାକ୍ତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୁମାରୀ ପଞ୍ଚାୟତ ଦେଉଳି ଗାଁ ସମ୍ମୁଖ  ୧୬ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡ ପିଣ୍ଢିରେ ଏକ ନବଜାତ କ୍ଷତାକ୍ତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୁମାରୀ ପଞ୍ଚାୟତ ଦେଉଳି ଗାଁ ସମ୍ମୁଖ  ୧୬ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡ ପିଣ୍ଢିରେ ଏକ ନବଜାତ କ୍ଷତାକ୍ତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଉକ୍ତ ନବଜାତକୁ କିଏ କାହିଁକି ଫଙ୍ଗି ଦେଇଛି, ସେନେଇ ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe