ବଣାଇରେ ଚାଞ୍ଚଲ୍ୟ: ଗଛରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ନିକଟସ୍ଥ ପଡ଼ିଆର ଏକ ଗଛରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ମୃତ ଯୁବକ ସିଲୁ ନାଏକ (୨୩) ବୋଲି ଜଣାଯାଇଛି l

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ନିକଟସ୍ଥ ପଡ଼ିଆର ଏକ ଗଛରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ମୃତ ଯୁବକ ସିଲୁ ନାଏକ (୨୩) ବୋଲି ଜଣାଯାଇଛି l

zx

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ନିକଟସ୍ଥ ପଡ଼ିଆର ଏକ ଗଛରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ମୃତ ଯୁବକ ସିଲୁ ନାଏକ (୨୩) ବୋଲି ଜଣାଯାଇଛି l

ବଣାଇ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମ ନିକଟସ୍ଥ ପଡ଼ିଆର ଏକ ଗଛରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l ମୃତ ଯୁବକ ସିଲୁ ନାଏକ (୨୩) ବୋଲି ଜଣାଯାଇଛି l ବାପା ଛେଉଣ୍ଡ ଯୁବକ ସିଲୁ ଗରିବୀ ପାଇଁ ଆତ୍ମହତ୍ୟା କରିଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛିl ଘଟଣାସ୍ଥଳରେ ବଣାଇ ପୁଲିସ ପହଞ୍ଚି ଶବ ଜବତ କରି ବଣାଇ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଚଳାଇଛି l

ବାପା ଛେଉଣ୍ଡ ଯୁବକ ସିଲୁ ଗରିବୀ ପାଇଁ ଆତ୍ମହତ୍ୟା କରିଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛିl ଘଟଣାସ୍ଥଳରେ ବଣାଇ ପୁଲିସ ପହଞ୍ଚି ଶବ ଜବତ କରି ବଣାଇ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଚଳାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe