ସାପକାମୁଡ଼ାରେ ଯୁବକ ମୃତ

ସାପକାମୁଡ଼ାରେ ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଗ୍ରାମର ଦୀପୁ ବେହେରା(୩୨)।

bonai hos

ବଣାଇଗଡ଼: ସାପକାମୁଡ଼ାରେ ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଗ୍ରାମର ଦୀପୁ ବେହେରା(୩୨)। ଦୀପୁ ରାତିରେ ଖାଇ ସାରିବା ପରେ ଘରେ ତଳେ ଶୋଇଥିବାବେଳେ କୌଣସି ସାପକାମୁଡ଼ାରେ ଗୁରୁତର ହୋଇଥିଲେ। ପରିବାରଲୋକେ ଉଦ୍ଧାରକରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ସାପକାମୁଡ଼ାରେ ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଗ୍ରାମର ଦୀପୁ ବେହେରା(୩୨)। ଦୀପୁ ରାତିରେ ଖାଇ ସାରିବା ପରେ ଘରେ ତଳେ ଶୋଇଥିବାବେଳେ କୌଣସି ସାପକାମୁଡ଼ାରେ ଗୁରୁତର ହୋଇଥିଲେ। ପରିବାରଲୋକେ ଉଦ୍ଧାରକରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ବଣାଇ ଥାନାରେ ପରିବାରଲୋକେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe