ଗେମ୍ ଖେଳୁଥିଲେ ଯୁବକ, ମାଆ ମୋବାଇଲ ଛଡ଼ାଇନେବାରୁ ଜୀବନ ହାରିଲେ

Advertisment

ବାଲେଶ୍ଵର ଜିଲ୍ଲା ଭୋଗରାଇରେ ଘଟିଛି ଏକ ଅଭାବନୀୟ ଘଟଣା। ଭୋଗରାଇ ବ୍ଲକ କୀର୍ତନିଆ ଗାଁର ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ମୀର୍ଦ୍ଧାଙ୍କ ପୁଅ ଆନନ୍ଦ।

ବାଲେଶ୍ଵର ଜିଲ୍ଲା ଭୋଗରାଇରେ ଘଟିଛି ଏକ ଅଭାବନୀୟ ଘଟଣା। ଭୋଗରାଇ ବ୍ଲକ କୀର୍ତନିଆ ଗାଁର ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ମୀର୍ଦ୍ଧାଙ୍କ ପୁଅ ଆନନ୍ଦ।

ୂର

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇରେ ଘଟିଛି ଏକ ଅଭାବନୀୟ ଘଟଣା। ଭୋଗରାଇ ବ୍ଲକ କୀର୍ତନିଆ ଗାଁର ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ମୀର୍ଦ୍ଧାଙ୍କ ପୁଅ ଆନନ୍ଦ। 

ଆନନ୍ଦ ଗତକାଲି ଫ୍ରି ଫାୟାର ଗେମ୍ ଖେଳୁଥିଲେ। ତାଙ୍କ ମାଆ ଗାଳିଦେବା ସହ ମୋବାଇଲ ଛଡ଼ାଇ ନେଇଯାଇଥିଲେ। ତେବେ ସେହି କାରଣରୁ ଯୁବକ ଜଣଙ୍କ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ଲକ୍ଷ୍ମୀପାଟଣା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଆନନ୍ଦଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସୂଚନା ଅନୁସାରେ ଆନନ୍ଦ ଗତକାଲି ଫ୍ରି ଫାୟାର ଗେମ୍ ଖେଳୁଥିଲେ। ତାଙ୍କ ମାଆ ଗାଳିଦେବା ସହ ମୋବାଇଲ ଛଡ଼ାଇ ନେଇଯାଇଥିଲେ। ତେବେ ସେହି କାରଣରୁ ଯୁବକ ଜଣଙ୍କ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ଲକ୍ଷ୍ମୀପାଟଣା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଆନନ୍ଦଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe