ଫ୍ୟାନରେ ଝୁଲି ଜୀବନ ହାରିଲେ ଯୁବକ

Advertisment

ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲର ୧୦୯ କୋଠରୀରେ ୫ ମାସ ହେବ ରହି ଆସୁଥିବା ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଅଲିଫ ସାହୁ (୩୬) ଗତକାଲି ରାତିରେ ବେକରେ ଦଉଡ଼ି ଗୁଡ଼ାଇ ସେହି କୋଠରୀର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲର ୧୦୯ କୋଠରୀରେ ୫ ମାସ ହେବ ରହି ଆସୁଥିବା ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଅଲିଫ ସାହୁ (୩୬) ଗତକାଲି ରାତିରେ ବେକରେ ଦଉଡ଼ି ଗୁଡ଼ାଇ ସେହି କୋଠରୀର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି ।

Dead

ବାଲିଚନ୍ଦ୍ରପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲର ୧୦୯ କୋଠରୀରେ ୫ ମାସ ହେବ ରହି ଆସୁଥିବା ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଅଲିଫ ସାହୁ (୩୬) ଗତକାଲି ରାତିରେ ବେକରେ ଦଉଡ଼ି ଗୁଡ଼ାଇ ସେହି କୋଠରୀର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲର ୧୦୯ କୋଠରୀରେ ୫ ମାସ ହେବ ରହି ଆସୁଥିବା ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଅଲିଫ ସାହୁ (୩୬) ଗତକାଲି ରାତିରେ ବେକରେ ଦଉଡ଼ି ଗୁଡ଼ାଇ ସେହି କୋଠରୀର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଯାଏ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

 ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଯାଏ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe