ଅନଲାଇନ୍ ଗେମରୁ ଗଲା ୨୨ ବର୍ଷୀୟ ଯୁବକଙ୍କ ଜୀବନ!

Advertisment

ରାଜଧାନୀରେ ଚାଞ୍ଚଲ୍ୟ। ୨୨ ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁI ଅନ ଲାଇନ ଗେମ୍ ଖେଳି ଋଣ ଭାରରେ ବୁଡ଼ିଯାଇଥିବା ୨୨ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି I ଘର ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସେI ଏନେଇ ଅଧିକ ତଦନ୍ତ କରୁଛି ପୁଲିସ।

Dead

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ୨୨ ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁI ଅନ ଲାଇନ ଗେମ୍ ଖେଳି ଋଣ ଭାରରେ ବୁଡ଼ିଯାଇଥିବା ୨୨ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି I ଘର ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସେI 

ମୃତ ଯୁବକ ହେଲେ ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକରେ ରହୁଥିବା ଶଶାଙ୍କ ଶେଖର ଶତପଥୀ। ଗୁରୁତର ଅବସ୍ଥାରେ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ I ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେI

ମୃତ ଯୁବକ ହେଲେ ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକରେ ରହୁଥିବା ଶଶାଙ୍କ ଶେଖର ଶତପଥୀ। ଗୁରୁତର ଅବସ୍ଥାରେ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ I ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେI ଏ ନେଇ ଲିଙ୍ଗରାଜ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସI  ଏନେଇ ଅଧିକ ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe