ଅଂଶୁଘାତରେ ଚାଲିଗଲା ଯୁବକଙ୍କ ଜୀବନ

ଅଂଶୁଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ଗୁରୁବାର ଦିନ ଵିନିକା ବ୍ଳକ ମହଦା ଗ୍ରାମର ସୁନିଲ କାଣ୍ଡ(୩୫)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅଵସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ୂର

ବିନିକା: ଗତକାଲି ଅଂଶୁଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ଗୁରୁବାର ଦିନ ଵିନିକା ବ୍ଳକ ମହଦା ଗ୍ରାମର ସୁନିଲ କାଣ୍ଡ(୩୫)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୁଚନା ଅନୁଯାୟୀ, ଗୁରୁବାର ବିନିକା ଅଞ୍ଚଳରେ ୪୫ ଡିଗ୍ରି ଉପରେ ତାତିରେ ସୁନିଲ କାଣ୍ଡ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ଘରକୁ ଆସିଥିଲେ। ପରିବାର ଲୋକ ଆମ୍ବୁଲାନ୍ସ ଦ୍ଵାରା ବିନିକା ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅଵସ୍ଥାରେ ତାଙ୍କର ପରଲୋକ ହୋଇଥିଲା।

ଗୁରୁବାର ବିନିକା ଅଞ୍ଚଳରେ ୪୫ ଡିଗ୍ରି ଉପରେ ତାତିରେ ସୁନିଲ କାଣ୍ଡ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ଘରକୁ ଆସିଥିଲେ। ପରିବାର ଲୋକ ଆମ୍ବୁଲାନ୍ସ ଦ୍ଵାରା ବିନିକା ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅଵସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଲଛିପୁର ଥାନାରେ ଲିଖିତ ଅଭିଯୋଗ ପରେ ଲଛିପୁର ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହା ନେଇ ଲଛିପୁର ଆଇ ଆଇସି ଭୋଜରଜ ସା ସୂଚନା ଦେଇଛନ୍ତି।

ଲଛିପୁର ଥାନାରେ ଲିଖିତ ଅଭିଯୋଗ ପରେ ଲଛିପୁର ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହା ନେଇ ଲଛିପୁର ଆଇ ଆଇସି ଭୋଜରଜ ସା ସୂଚନା ଦେଇଛନ୍ତି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe