ଟ୍ରେନ ଆଗକୁ ଡେଇଁପଡ଼ିଲେ ଯୁବକ

Advertisment

ସରକନ୍ତରା ରେଳ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁପଡ଼ିଥିବାର ସୂଚନା ରହିଛି। ମୃତ ଯୁବକଙ୍କ ନାଁ ସଞ୍ଜୟ ପରିଡ଼ା ଓ ତାଙ୍କର ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାଯାଇଛି।

ସରକନ୍ତରା ରେଳ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁପଡ଼ିଥିବାର ସୂଚନା ରହିଛି। ମୃତ ଯୁବକଙ୍କ ନାଁ ସଞ୍ଜୟ ପରିଡ଼ା ଓ ତାଙ୍କର ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାଯାଇଛି।

death

ଭୁବନେଶ୍ବର: ଆଜି ରାଜଧାନୀର ସରକନ୍ତରା ରେଳ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁପଡ଼ିଥିବାର ସୂଚନା ରହିଛି। ମୃତ ଯୁବକଙ୍କ ନାଁ ସଞ୍ଜୟ ପରିଡ଼ା ଓ ତାଙ୍କର ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାଯାଇଛି। ତାଙ୍କର ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରରେ।

ରାଜଧାନୀର ସରକନ୍ତରା ରେଳ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁପଡ଼ିଥିବାର ସୂଚନା ରହିଛି। ମୃତ ଯୁବକଙ୍କ ନାଁ ସଞ୍ଜୟ ପରିଡ଼ା ଓ ତାଙ୍କର ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାଯାଇଛି। ତାଙ୍କର ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରରେ।

ଘଟଣା ସଂପର୍କରେ ଖବର ପାଇ ସଞ୍ଜୟ ପରିଡ଼ାଙ୍କ ମୃତଦେହ ଜବତ କରିଛି ପୁଲିସ। ଜିଆରପି ଥାନା ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe