ଜୟପୁରରେ ଚାଞ୍ଚଲ୍ୟ: ଖଣ୍ତାରେ ହାଣି ଯୁବକଙ୍କୁ ହତ୍ୟା

Advertisment

ପଦ୍ମନ ହରିଜନ ପେପର ମିଲରେ କାମ କରିବା ପରେ (ଓଡି୧୦ୟୁ ୨୨୮୧)ବାଇକ୍‌ରେ ନିଜ ଗ୍ରାମକୁ ଯାଉଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ଖଣ୍ତାରେ ତାଙ୍କ ମୁଣ୍ତକୁ ଆଘାତ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ପଦ୍ମନଙ୍କ ମୃତ୍ୟୁ ହୋଇଥିଲା ।

Updated On

ପଦ୍ମନ ହରିଜନ ପେପର ମିଲରେ କାମ କରିବା ପରେ (ଓଡି୧୦ୟୁ ୨୨୮୧)ବାଇକ୍‌ରେ ନିଜ ଗ୍ରାମକୁ ଯାଉଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ଖଣ୍ତାରେ ତାଙ୍କ ମୁଣ୍ତକୁ ଆଘାତ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ପଦ୍ମନଙ୍କ ମୃତ୍ୟୁ ହୋଇଥିଲା ।

ଅଦ୍ୟତନ ହୋଇଛି
Dead

ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ବନୁଗୁଡା ମନ୍ଦିର ଛକ ନିକଟରେ ଫାମ୍ପୁଣି ଗ୍ରାମର ପଦ୍ମନ ହରିଜନଙ୍କ ହତ୍ୟା ହୋଇଥିବା ଜଣାପଡିଛି। ଗତକାଲି ସନ୍ଧ୍ୟା ୬ଟା ସମୟରେ ଫାମ୍ପୁଣୀ ଗ୍ରାମର ପଦ୍ମନ ହରିଜନ ପେପର ମିଲରେ କାମ କରିବା ପରେ (ଓଡି୧୦ୟୁ ୨୨୮୧)ବାଇକ୍‌ରେ ନିଜ ଗ୍ରାମକୁ ଯାଉଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ଖଣ୍ତାରେ ତାଙ୍କ ମୁଣ୍ତକୁ ଆଘାତ ଦେଇଥିଲା । ଫଳରେ ରାସ୍ତା ଉପରେ ବାଇକ ଛାଡି ଦୌଡ଼ି ଚାଲିଯାଉଥିବା ସମୟରେ ଦୁର୍ବୃତ୍ତ ଜଣକ ପୁଣି ଖଣ୍ତାରେ ଆଘାତ କରିଥିଲା। ଫଳରେ ଘଟଣା ସ୍ଥଳରେ ପଦ୍ମନଙ୍କ ମୃତ୍ୟୁ ହୋଇଥିଲା ।

ଫାମ୍ପୁଣୀ ଗ୍ରାମର ପଦ୍ମନ ହରିଜନ ପେପର ମିଲରେ କାମ କରିବା ପରେ (ଓଡି୧୦ୟୁ ୨୨୮୧)ବାଇକ୍‌ରେ ନିଜ ଗ୍ରାମକୁ ଯାଉଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ଖଣ୍ତାରେ ତାଙ୍କ ମୁଣ୍ତକୁ ଆଘାତ ଦେଇଥିଲା । ଫଳରେ ରାସ୍ତା ଉପରେ ବାଇକ ଛାଡି ଦୌଡ଼ି ଚାଲିଯାଉଥିବା ସମୟରେ ଦୁର୍ବୃତ୍ତ ଜଣକ ପୁଣି ଖଣ୍ତାରେ ଆଘାତ କରିଥିଲା। ଫଳରେ ଘଟଣା ସ୍ଥଳରେ ପଦ୍ମନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସଦର ଥାନା ପୁଲିସ ଓ ଗାଗନାପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ।

ଖବର ପାଇ ସଦର ଥାନା ପୁଲିସ ଓ ଗାଗନାପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ଲେଖା ହେବା ସୁଦ୍ଧା ଘଟଣାର ପ୍ରକୃତ କାରଣ ଜଣା ପଡ଼ିନ‌ଥିବା ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe