ନଦୀରେ ଜଳଯୋଗାଣ ବିଭାଗର କର୍ମଚାରୀ ନିଖୋଜ

Advertisment

କାମାକ୍ଷାନଗର ଥାନା ରେକୁଳା ରାମିଆଳ ନଦୀରେ ଯୁବକ ନିଖୋଜ ହୋଇଥିବାର ଖବର ମିଳିଛି l ଯୁବକ ଜଣକ ହେଲେ ଜଳଯୋଗାଣ ବିଭାଗର କର୍ମଚାରୀ ପ୍ରଦୀପ୍ତ ବେହେରା l ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l

କାମାକ୍ଷାନଗର ଥାନା ରେକୁଳା ରାମିଆଳ ନଦୀରେ ଯୁବକ ନିଖୋଜ ହୋଇଥିବାର ଖବର ମିଳିଛି l ଯୁବକ ଜଣକ ହେଲେ ଜଳଯୋଗାଣ ବିଭାଗର କର୍ମଚାରୀ ପ୍ରଦୀପ୍ତ ବେହେରା l ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l

b6aef4b7-17b6-4ad1-873b-e0e3449ce9fc

କାମାକ୍ଷାନଗର: କାମାକ୍ଷାନଗର ଥାନା ରେକୁଳା ରାମିଆଳ ନଦୀରେ ଯୁବକ ନିଖୋଜ ହୋଇଥିବାର ଖବର ମିଳିଛି l ଯୁବକ ଜଣକ ହେଲେ ଜଳଯୋଗାଣ ବିଭାଗର କର୍ମଚାରୀ ପ୍ରଦୀପ୍ତ ବେହେରା l ନଦୀରେ ଥିବା ଜଳ ନିୟନ୍ତ୍ରଣ ଗେଟ୍‌ ସଫା କରୁଥିବା ବେଳେ ଏହି ଅଘଟଣ ଘଟିଛି l

କାମାକ୍ଷାନଗର ଥାନା ରେକୁଳା ରାମିଆଳ ନଦୀରେ ଯୁବକ ନିଖୋଜ ହୋଇଥିବାର ଖବର ମିଳିଛି l ଯୁବକ ଜଣକ ହେଲେ ଜଳଯୋଗାଣ ବିଭାଗର କର୍ମଚାରୀ ପ୍ରଦୀପ୍ତ ବେହେରା l ନଦୀରେ ଥିବା ଜଳ ନିୟନ୍ତ୍ରଣ ଗେଟ୍‌ ସଫା କରୁଥିବା ବେଳେ ଏହି ଅଘଟଣ ଘଟିଛି l ଅସାବଧାନତାବଶତଃ ଉକ୍ତ ଯୁବକ ନଦୀରେ ବୁଡିଯାଇଥିବା କୁହାଯାଉଛି l

ଅସାବଧାନତାବଶତଃ ଉକ୍ତ ଯୁବକ ନଦୀରେ ବୁଡିଯାଇଥିବା କୁହାଯାଉଛି l ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe