ରାସ୍ତାରୁ ଟାଣି ଆଣି ବିଲରେ କଚାଡ଼ିଲା ଦନ୍ତା: ଯୁବକ ଗୁରୁତର, ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment

ଯୁବକଙ୍କୁ ରାସ୍ତାରୁ ଟାଣି ଆଣି ବିଲରେ କଚାଡ଼ିଲା ଦନ୍ତା। ଗୁରୁତର ଅବସ୍ଥାରେ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। ଗୁରୁତର ଯୁବକ ହେଲେ ଉକ୍ତ ଗ୍ରାମର ପଣ୍ଡିତ ସାହିର ରମେଶ ପଣ୍ଡିତ।

ଯୁବକଙ୍କୁ ରାସ୍ତାରୁ ଟାଣି ଆଣି ବିଲରେ କଚାଡ଼ିଲା ଦନ୍ତା। ଗୁରୁତର ଅବସ୍ଥାରେ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। ଗୁରୁତର ଯୁବକ ହେଲେ ଉକ୍ତ ଗ୍ରାମର ପଣ୍ଡିତ ସାହିର ରମେଶ ପଣ୍ଡିତ।

ନୀଳଗିରି: ଯୁବକଙ୍କୁ ରାସ୍ତାରୁ ଟାଣି ଆଣି ବିଲରେ କଚାଡ଼ିଲା ଦନ୍ତା। ଗୁରୁତର ଅବସ୍ଥାରେ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ।

କୁଳଡିହା ରେଞ୍ଜ ଅଧୀନ ବାଉଁଶବଣିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ ଉକ୍ତ ଗ୍ରାମର ପଣ୍ଡିତ ସାହିର ରମେଶ ପଣ୍ଡିତ। ରମେଶ ନିଜ ଫାର୍ମ ହାଉସରୁ କାମ ସାରି ଘରକୁ ଫେରୁଥିବା ସମୟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀଟି ରମେଶଙ୍କୁ ଟାଣି ନେଇ  କଚାଡ଼ି ଦେଇଥିଲା।ଗୋଡ,ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ସୂଚନା ମୁତାବକ, କୁଳଡିହା ରେଞ୍ଜ ଅଧୀନ ବାଉଁଶବଣିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ ଉକ୍ତ ଗ୍ରାମର ପଣ୍ଡିତ ସାହିର ରମେଶ ପଣ୍ଡିତ। ରମେଶ ନିଜ ଫାର୍ମ ହାଉସରୁ କାମ ସାରି ଘରକୁ ଫେରୁଥିବା ସମୟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀଟି ରମେଶଙ୍କୁ ଟାଣି ନେଇ  କଚାଡ଼ି ଦେଇଥିଲା।ଗୋଡ,ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe