ଗାଡ଼ି ସାଇଡ ମରାକୁ ନେଇ ଚାଳକଙ୍କୁ ପିଟିଲେ, ଲୋକଙ୍କୁ ବସରୁ ଓହ୍ଲାଇଦେଲେ

Advertisment

ରାଜଧାନୀ ରାଜରାସ୍ତାରେ ଯୁବକମାନଙ୍କ ଆତଙ୍କରାଜ । ଗାଡ଼ି ସାଇଡ ମରାକୁ ନେଇ ଅଧ ଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ଚଳାଇଲେ ଯୁବକମାନେ। ସେ ବସକୁ ଅଟକାଇଲେ ଓ ଡ୍ରାଇଭରଙ୍କୁ ପିଟିଲେ । ସେମାନେ ବସ ଭଙ୍ଗାରୁଜା କରିବା ସହ  ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ।

ସହିଦନଗର ଥାନା ପୁଲିସକୁ ଆକ୍ରମଣ ଘଟଣା : ୨ ଜଣ ଗିରଫ,୬ ଜଣଙ୍କୁ ଅଟକ ରଖି ପଚରାଉଚରା

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଯୁବକମାନଙ୍କ ଆତଙ୍କରାଜ । ଗାଡ଼ି ସାଇଡ ମରାକୁ ନେଇ ଅଧ ଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ଚଳାଇଲେ ଯୁବକମାନେ। ସେ ବସକୁ ଅଟକାଇଲେ ଓ ଡ୍ରାଇଭରଙ୍କୁ ପିଟିଲେ । ସେମାନେ ବସ ଭଙ୍ଗାରୁଜା କରିବା ସହ  ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ।

ଏଭଳି ଘଟଣା ଘଟିଛି ରାଜଧାନୀର ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାସ୍ତାରେ । ଖବର ପାଇ ସହିଦନଗର ଥାନା ପୁଲିସ ଆକ୍ରମଣ କରୁଥିବା ୫ ଜଣକୁ ଅଟକ ରଖି ତଦନ୍ତ କରୁଛିI 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe