ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: କାନ୍ଥ ଭାଙ୍ଗି ଘରେ ପୁରାଇଲେ କାର୍

ରାଜଧାନୀରେ ଆଜି ଭୋର ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଭୋର ୪.୩୦ଟା ସମୟରେ ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଏକ କାରରେ ଆସି କାନ୍ଥ ଭାଙ୍ଗି ଘରେ ପୁରାଇଥିଲେ।

nji

ଭୁବନେଶ୍ବର: ରାଜଧାନୀରେ ଆଜି ଭୋର ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଭୋର ୪.୩୦ଟା ସମୟରେ ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଏକ କାରରେ ଆସି କାନ୍ଥ ଭାଙ୍ଗି ଘରେ ପୁରାଇଥିଲେ। ଏ ଘଟଣା କୁଆଡ଼େ ପ୍ରଥମ ନୁହେଁ, ନିଶାସକ୍ତ ଅବସ୍ଥାରେ ଏହି ଯୁବକମାନେ ବାରମ୍ବାର ଏଭଳି କାଣ୍ଡ କରିଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଯୁବକମାନେ ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏଭଳି କାଣ୍ଡ ଘଟାଇଛନ୍ତି। 

ଘଟଣାର ଭିଡିଓ ଦେଖିଲେ ଛାତି ଥରି ଉଠିବ। ଘରର କାନ୍ଥ ଭାଙ୍ଗିବା ପରେ ବି ଯୁବକମାନେ ଅବାନ୍ତର ଯୁକ୍ତି କରିବାକୁ ପଛାଇ ନାହାନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe