ଜଳପ୍ରପାତରେ ବୁଡ଼ି ଯୁବକ ମୃତ

Advertisment

ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଧୀନସ୍ଥ ଅକ୍ଷୟଶିଳା ଜଳପ୍ରପାତରେ ମଙ୍ଗଳବାର ଅପରାହ୍‌ଣରେ ଜଣେ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକଜଣଙ୍କ ହେଲେ ତୁଳସୀକାନି ପଞ୍ଚାୟତର ଝାରବେଡ଼ା ଗାଁର ଦୁଖୁ ମାରାଣ୍ଡି (୪୧)।

ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଧୀନସ୍ଥ ଅକ୍ଷୟଶିଳା ଜଳପ୍ରପାତରେ ମଙ୍ଗଳବାର ଅପରାହ୍‌ଣରେ ଜଣେ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକଜଣଙ୍କ ହେଲେ ତୁଳସୀକାନି ପଞ୍ଚାୟତର ଝାରବେଡ଼ା ଗାଁର ଦୁଖୁ ମାରାଣ୍ଡି (୪୧)।

Waterfall

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଧୀନସ୍ଥ ଅକ୍ଷୟଶିଳା ଜଳପ୍ରପାତରେ ମଙ୍ଗଳବାର ଅପରାହ୍‌ଣରେ ଜଣେ ଯୁବକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକଜଣଙ୍କ ହେଲେ ତୁଳସୀକାନି ପଞ୍ଚାୟତର ଝାରବେଡ଼ା ଗାଁର ଦୁଖୁ ମାରାଣ୍ଡି (୪୧)।

ଦୁଖୁ ଅକ୍ଷୟଶିଳା ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ପାଇ ନଥିଲେ। ଗାଧୁଆ ସ୍ଥାନରେ ତାଙ୍କର ଚପଲ ଓ ଲୁଗା ପଡ଼ିଥିବା ଦେଖି ପାଣିରେ ଖୋଜାଖୋଜି କରିଥିଲେ। ଅପରାହ୍‌ଣ ପ୍ରାୟ ୪ଟାବେଳକୁ ତାଙ୍କୁ ଗଭୀର ପାଣିରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ମଙ୍ଗଳବାର ପ୍ରାୟ ୧ଟା ବେଳେ ଦୁଖୁ ଅକ୍ଷୟଶିଳା ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ପାଇ ନଥିଲେ। ଗାଧୁଆ ସ୍ଥାନରେ ତାଙ୍କର ଚପଲ ଓ ଲୁଗା ପଡ଼ିଥିବା ଦେଖି ପାଣିରେ ଖୋଜାଖୋଜି କରିଥିଲେ। ଅପରାହ୍‌ଣ ପ୍ରାୟ ୪ଟାବେଳକୁ ତାଙ୍କୁ ଗଭୀର ପାଣିରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe