କୋରାପୁଟ ଜିଲ୍ଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀ

Advertisment

ଓଡ଼ିଆ ପକ୍ଷ ୨୦୨୫ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀର ଉଦଯାପନୀ ଓ ପୁରସ୍କାର ବିତରଣ ସମାରୋହ ସରକାରୀ ମହାବିଦ୍ୟାଳୟ କୋରାପୁଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଆ ପକ୍ଷ ୨୦୨୫ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀର ଉଦଯାପନୀ ଓ ପୁରସ୍କାର ବିତରଣ ସମାରୋହ ସରକାରୀ ମହାବିଦ୍ୟାଳୟ କୋରାପୁଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଭଗ

କୋରାପୁଟ: ଓଡ଼ିଆ ପକ୍ଷ ୨୦୨୫ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀର ଉଦଯାପନୀ ଓ ପୁରସ୍କାର ବିତରଣ ସମାରୋହ ସରକାରୀ ମହାବିଦ୍ୟାଳୟ କୋରାପୁଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସଂସ୍କୃତି ଅଧିକାରୀ ପ୍ରିତୀସୁଦ୍ଧା ଜେନାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକ ଗୋପାଳ ହାଲଦାର, କଲେଜର ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ, ଶିକ୍ଷାବିତ୍ ନାରାୟଣ ପଣ୍ଡା, କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଡ.ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମଂଚକୁ ସହକାରୀ ପ୍ରାଧ୍ୟାପିକା ଡ.ପ୍ରିତିଧାରା ସାମଲ ସଂଯୋଜନା କରିଥିଲେ। 
 

ଜିଲ୍ଲାସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକ ଗୋପାଳ ହାଲଦାର, କଲେଜର ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ, ଶିକ୍ଷାବିତ୍ ନାରାୟଣ ପଣ୍ଡା, କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଡ.ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମଂଚକୁ ସହକାରୀ ପ୍ରାଧ୍ୟାପିକା ଡ.ପ୍ରିତିଧାରା ସାମଲ ସଂଯୋଜନା କରିଥିଲେ।  ଜିଲ୍ଲାରୁ ୧୫ ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ। ପ୍ରବନ୍ଧ, ଗଳ୍ପ ଓ କବିତା ଲିଖନକୁ ନେଇ  ହୋଇଥିବା ପ୍ରତିଯୋଗିତାରେ ସମସ୍ତ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରତ୍ୟେକ ବିଭାଗରୁ ୩ ଜଣ ଲେଖାଏଁ କୃତକାର୍ଯ୍ୟ ହୋଇଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। 

ଜିଲ୍ଲାରୁ ୧୫ ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ। ପ୍ରବନ୍ଧ, ଗଳ୍ପ ଓ କବିତା ଲିଖନକୁ ନେଇ  ହୋଇଥିବା ପ୍ରତିଯୋଗିତାରେ ସମସ୍ତ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରତ୍ୟେକ ବିଭାଗରୁ ୩ ଜଣ ଲେଖାଏଁ କୃତକାର୍ଯ୍ୟ ହୋଇଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe