ପୁରୀ:ପୁରୀ ଗଜପତି ମହାରାଜାଙ୍କ ସାନ ଭାଇ ତଥା "ଥାଟରାଜା" ରଣାର୍ଣ୍ଣବ ଦେବଙ୍କର ପରଲୋକ ଘଟିଛି। ଗତ ମଧ୍ୟରାତ୍ରରେ ପୁରୀର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଗତି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଥାଟ ରାଜାଙ୍କ ମୃତ୍ୟୁ ଖବରରେ ପୁରୀରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗଦ୍ବାରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି।
ଗଜପତି ମହାରାଜାଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ
Advertisment
Follow Us