ମୟୂର ଶିକାର କରି ବନ୍ଧା ହେଲେ ଯୁବକ

Advertisment

ତାମଡ଼ା ବନବିଭାଗ ଜଣେ ମୟୂର ଶିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ତାମଡା ରେଞ୍ଜ ରୁଷିମଠ ଜଙ୍ଗଲାଞ୍ଚଳ ସାନଗୁରୁଣ୍ଡିଆର ମେଷାକ୍ ମିଞ୍ଜ(୨୨)। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।

Updated On

ତାମଡ଼ା ବନବିଭାଗ ଜଣେ ମୟୂର ଶିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ତାମଡା ରେଞ୍ଜ ରୁଷିମଠ ଜଙ୍ଗଲାଞ୍ଚଳ ସାନଗୁରୁଣ୍ଡିଆର ମେଷାକ୍ ମିଞ୍ଜ(୨୨)। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।

ଅଦ୍ୟତନ ହୋଇଛି
arrested-1

ଗୁରୁଣ୍ଡିଆ: ତାମଡ଼ା ବନବିଭାଗ ଜଣେ ମୟୂର ଶିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ତାମଡା ରେଞ୍ଜ ରୁଷିମଠ ଜଙ୍ଗଲାଞ୍ଚଳ ସାନଗୁରୁଣ୍ଡିଆର ମେଷାକ୍ ମିଞ୍ଜ(୨୨)। ବନବିଭାଗ ଟିମ୍‌ ଗୁରୁଣ୍ଡିଆରୁ ପାଟ୍ରୋଲିଂ କରିବା ପାଇଁ ଜଙ୍ଗଲକୁ ଯାଉଥିବାବେଳେ ମୟୂର ଶିକାରକରି ଅଭିଯୁକ୍ତ ଫେରୁଥିବା ଦେଖିଥିଲେ। ଟିମ୍‌ ସଙ୍ଗେସଙ୍ଗେ ତାକୁ କାବୁକରି ରେଞ୍ଜ କାର୍ଯାଳୟକୁ ଆଣିଥିଲେ। ମୟୂରର ଓଜନ ପ୍ରାୟ ୫ କେଜି ହୋଇଥିବାବେଳେ ବ୍ୟବଚ୍ଛେଦ କରାଯାଇ ରେଞ୍ଜ ପରିସରରେ ପୋତି ଦିଆଯାଇଥିଲା।

ବନବିଭାଗ ଟିମ୍‌ ଗୁରୁଣ୍ଡିଆରୁ ପାଟ୍ରୋଲିଂ କରିବା ପାଇଁ ଜଙ୍ଗଲକୁ ଯାଉଥିବାବେଳେ ମୟୂର ଶିକାରକରି ଅଭିଯୁକ୍ତ ଫେରୁଥିବା ଦେଖିଥିଲେ। ଟିମ୍‌ ସଙ୍ଗେସଙ୍ଗେ ତାକୁ କାବୁକରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ମୟୂରର ଓଜନ ପ୍ରାୟ ୫ କେଜି ହୋଇଥିବାବେଳେ ବ୍ୟବଚ୍ଛେଦ କରାଯାଇ ରେଞ୍ଜ ପରିସରରେ ପୋତି ଦିଆଯାଇଥିଲା। ଶିକାରୀର କହିବା ଅନୁସାରେ ସେ ବାଟୁଳି ସାହାଯ୍ୟରେ ଶିକାର କରିଥିଲା। ମାତ୍ର ବିଷଦେଇ ଶିକାର କରୁଥିବା ଅନୁମାନ କରାଯାଉଛି। ରେଞ୍ଜ ଅଧିକାରୀ ଦେବାଶିଷ ନାୟକ, ଉପବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ମିଶ୍ର, ବନପାଳ ଈଶ୍ୱର ଚନ୍ଦ୍ର କାଲୋ, ବନରକ୍ଷୀ ନଳିନୀ ରାୟ, ଲିଟି ମିଞ୍ଜ ପ୍ରମୁଖ ଟିମ୍‌ରେ ସାମିଲ ଥିଲେ। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।

ଶିକାରୀର କହିବା ଅନୁସାରେ ସେ ବାଟୁଳି ସାହାଯ୍ୟରେ ଶିକାର କରିଥିଲା। ମାତ୍ର ବିଷଦେଇ ଶିକାର କରୁଥିବା ଅନୁମାନ କରାଯାଉଛି। ରେଞ୍ଜ ଅଧିକାରୀ ଦେବାଶିଷ ନାୟକ, ଉପବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ମିଶ୍ର, ବନପାଳ ଈଶ୍ୱର ଚନ୍ଦ୍ର କାଲୋ, ବନରକ୍ଷୀ ନଳିନୀ ରାୟ, ଲିଟି ମିଞ୍ଜ ପ୍ରମୁଖ ଟିମ୍‌ରେ ସାମିଲ ଥିଲେ। ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe