ଯୁବକକୁ ପାଣି ଭିତରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବହୁ କସରତ ପରେ ବାରଙ୍ଗ ଅଗ୍ନିଶମ ବାହିନୀ ବୋଟ ସାହାଯ୍ୟରେ ପାଣି ଭିତରୁ ଜଣେ ଯୁବକକୁ ଉଦ୍ଧାର କରିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀଙ୍କୁ ଦେଖି ପାଣି ଭିତରକୁ ଯୁବକଜଣକ ଡେଇଁ ପଡ଼ିଥିଲା। ଅଗ୍ନିଶମ କର୍ମଚାରୀମାନେ ପାଣିରେ ପହଁରିପହଁରି ପାଣି ଭିତରୁ ଉଦ୍ଧାର କରି ଆଣିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି।

bnji

ବାରଙ୍ଗ: ବହୁ କସରତ ପରେ ବାରଙ୍ଗ ଅଗ୍ନିଶମ ବାହିନୀ ବୋଟ ସାହାଯ୍ୟରେ ପାଣି ଭିତରୁ ଜଣେ ଯୁବକକୁ ଉଦ୍ଧାର କରିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀଙ୍କୁ ଦେଖି ପାଣି ଭିତରକୁ ଯୁବକଜଣକ ଡେଇଁ ପଡ଼ିଥିଲା। ଅଗ୍ନିଶମ କର୍ମଚାରୀମାନେ ପାଣିରେ ପହଁରିପହଁରି ପାଣି ଭିତରୁ ଉଦ୍ଧାର କରି ଆଣିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଗୋଡ଼ିସାହି ଫାଣ୍ଡି ପୁଲିସ ଯୁବକ ଜଣକୁ ଆଣି ଅଟକ ରଖିପଚରା ଉଚରା କରୁଛି। 

ଅଗ୍ନିଶମ କର୍ମଚାରୀଙ୍କୁ ଦେଖି ପାଣି ଭିତରକୁ ଯୁବକଜଣକ ଡେଇଁ ପଡ଼ିଥିଲା। ଅଗ୍ନିଶମ କର୍ମଚାରୀମାନେ ପାଣିରେ ପହଁରିପହଁରି ପାଣି ଭିତରୁ ଉଦ୍ଧାର କରି ଆଣିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଗୋଡ଼ିସାହି ଫାଣ୍ଡି ପୁଲିସ ଯୁବକ ଜଣକୁ ଆଣି ଅଟକ ରଖିପଚରା ଉଚରା କରୁଛି।  ଯୁବକର ସିଡି ଡିଲକ୍ସ  ଓଡି୦୫ ଡି୪୫୪୮ ବାଇକକୁ ମଧ୍ୟ ବ୍ୟାରେଜ ଉପରୁ ଉଦ୍ଧାର କରାଯାଇଛି। ଯୁବକକୁ ପଚରା ଉଚରା କରିବାରେ ସେ ଯେଉଁ ନାମ ଓ ଠିକଣା ଦେଉଛି ତାଳ ମେଳ ଖାଉ ନାହିଁ। ପୁଲିସ ଯୁବକ ଜଣକ ଏକ ପାଗଳ ବୋଲି ଅନୁମାନ କରୁଛି। ଯୁବକର ନାମ ବିକ୍ରମ ଟୁଡୁ ଓ ତା' ବାପାର ନାମ ରାଜେନ୍ଦ୍ର ଟୁଡୁ। ସେ ଆଣିଥିବା ବାଇକ୍ ଟି ତା' ବାପାଙ୍କ ନାମରେ ଥିବା ପୁଲିସ୍ ଜାଣିବାରୁ ପାଇଛି। ତା ଘର ଢେଙ୍କାନାଳ  ଜିଲ୍ଲା ଥାନା କଙ୍କଡାହାଡ଼ର ପଳାଶଡାଙ୍ଗିରେ ବୋଲି ସ୍ପଷ୍ଟ ହୋଇଯାଇଛି।

ଯୁବକର ସିଡି ଡିଲକ୍ସ  ଓଡି୦୫ ଡି୪୫୪୮ ବାଇକକୁ ମଧ୍ୟ ବ୍ୟାରେଜ ଉପରୁ ଉଦ୍ଧାର କରାଯାଇଛି। ଯୁବକକୁ ପଚରା ଉଚରା କରିବାରେ ସେ ଯେଉଁ ନାମ ଓ ଠିକଣା ଦେଉଛି ତାଳ ମେଳ ଖାଉ ନାହିଁ। ପୁଲିସ ଯୁବକ ଜଣକ ଏକ ପାଗଳ ବୋଲି ଅନୁମାନ କରୁଛି। ଯୁବକର ନାମ ବିକ୍ରମ ଟୁଡୁ ଓ ତା' ବାପାର ନାମ ରାଜେନ୍ଦ୍ର ଟୁଡୁ। ସେ ଆଣିଥିବା ବାଇକ୍ ଟି ତା' ବାପାଙ୍କ ନାମରେ ଥିବା ପୁଲିସ୍ ଜାଣିବାରୁ ପାଇଛି। ତା ଘର ଢେଙ୍କାନାଳ  ଜିଲ୍ଲା ଥାନା କଙ୍କଡାହାଡ଼ର ପଳାଶଡାଙ୍ଗିରେ ବୋଲି ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe