ପୁରୀ ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଜାରି, ମାଜିଷ୍ଟ୍ରେଟ-ପୁଲିସ ଉପସ୍ଥିତ

Advertisment
ପୁରୀ ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଜାରି, ମାଜିଷ୍ଟ୍ରେଟ-ପୁଲିସ ଉପସ୍ଥିତ

ପୁରୀ: ପୁରୀ ସ୍ୱର୍ଗଦ୍ଵାର ସଂପ୍ରସାରଣ ପାଇଁ ମଙ୍ଗଳବାରଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ଜମିକୁ ଜବରଦଖଲ ଉଚ୍ଛେଦ ସମୟରେ ଶାନ୍ତିଶୃଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତ ଅଛନ୍ତି। ସ୍ୱର୍ଗଦ୍ୱାରର ପଶ୍ଚିମ ପଟୁ ଶ୍ରାଦ୍ଧ ମଣ୍ଡପ ଓ ସମାଧି ସ୍ତୁପ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe