ବାରାଣସୀରୁ ବିଜୟ ମୁକୁଟ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦୀ: ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

Advertisment
ବାରାଣସୀରୁ ବିଜୟ ମୁକୁଟ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦୀ: ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

APN Live

ବାରାଣାସୀ : ଚମକିଲେ ଚୌକିଦାର । ପୁଣି ଥରେ ବାରାଣସୀ ଆସନରୁ ବଡ ବିଜୟ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟରେ ଜିତି ମୋଦି ବିଜୟ ମୁକୁଟ ପିନ୍ଧିଥିବା ଜଣାପଡିଛି । ୨୦୧୪ ନିର୍ବାଚନର ମୋଦି ଲହର ୨୦୧୯ରେ ମୋଦି ସୁନାମିରେ ପରିଣତ ହୋଇଛି । ବିରୋଧୀଙ୍କ ସବୁ ରଣନୀତିକୁ ମାତ୍ ଦେଇ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିବାକୁ ଯାଉଛନ୍ତି ମୋଦି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe