ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ବନ୍ଧା ହେଲେ ୧୦ ଅଭିଯୁକ୍ତ

Advertisment

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ରହିଛି। f୧୦ ଅଭିଯୁକ୍ତଙ୍କୁ ଆଜି ପୁଲିସ କୋର୍ଟଚାଲାଣ କରିବ। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ପୁରୁଷବନ୍ଧୁଙ୍କୁ ବାନ୍ଧି ଗଣଦୁଷ୍କର୍ମ ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ରହିଛି। f୧୦ ଅଭିଯୁକ୍ତଙ୍କୁ ଆଜି ପୁଲିସ କୋର୍ଟଚାଲାଣ କରିବ। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ପୁରୁଷବନ୍ଧୁଙ୍କୁ ବାନ୍ଧି ଗଣଦୁଷ୍କର୍ମ ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।

arrest

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ରହିଛିଅଭିଯୋଗ ଆଧାରରେ ଗତକାଲି ୭ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା। ଆଜି ଫେରାର ଅନ୍ୟ ତିନିଜଣଙ୍କୁ ଧରିଛି। ସମସ୍ତ ଗିରଫ ୧୦ ଅଭିଯୁକ୍ତଙ୍କୁ ଆଜି ପୁଲିସ କୋର୍ଟଚାଲାଣ କରିବ।

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ରହିଛିଅଭିଯୋଗ ଆଧାରରେ ଗତକାଲି ୭ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା। ଆଜି ଫେରାର ଅନ୍ୟ ତିନିଜଣଙ୍କୁ ଧରିଛି। ସମସ୍ତ ଗିରଫ ୧୦ ଅଭିଯୁକ୍ତଙ୍କୁ ଆଜି ପୁଲିସ କୋର୍ଟଚାଲାଣ କରିବ। ଗତକାଲି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ପୁରୁଷବନ୍ଧୁଙ୍କୁ ବାନ୍ଧି ଗଣଦୁଷ୍କର୍ମ ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।

ଗତକାଲି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ପୁରୁଷବନ୍ଧୁଙ୍କୁ ବାନ୍ଧି ଗଣଦୁଷ୍କର୍ମ ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe