ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

Advertisment

ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଗର୍ଭବତୀ କରାଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ପ୍ରେମିକ ସୁଶୀଲ ଟେଟେକୁ ୧୦ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟାଳୟ।

court order

ସୁନ୍ଦରଗଡ଼: ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଗର୍ଭବତୀ କରାଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗରେ ପ୍ରେମିକ ସୁଶୀଲ ଟେଟେକୁ ୧୦ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟାଳୟ। ଜରିମାନା ଅନାଦେୟ ରହିଲେ ଆହୁରି ବର୍ଷେ ଜେଲଦଣ୍ଡ ସଜା ଶୁଣାଇଲେ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋ‌କ୍ସୋ କୋର୍ଟ।

ବଡ଼ଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରତାରିତ କରିଥିଲା ଅଭିଯୁକ୍ତ। ପୀଡ଼ିତାଙ୍କୁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe