ପଶ୍ଚିମବଙ୍ଗକୁ ଚାଲାଣ ବେଳେ ୧୮୫ ମଇଁଷିଙ୍କୁ ଉଦ୍ଧାର କଲା ମୋରଡ଼ା ପୁଲିସ, ୬ ଗୋଚାଲାଣକାରୀ ଅଟକ

ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଛି।

bhi

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଛି।ମଇଁଷିଙ୍କୁ ଗୋ-ମାଫିଆମାନେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲା। ଏନେଇ ଅଧିକ ତଦନ୍ତ କରୁଛି ମୋରଡ଼ା ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe