Accident 2 Young Men Death କାର ଧକ୍କାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କର ଜୀବନ

Advertisment

ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଭାଲୁକି ଗାଆଁ ଛକ ନିକଟରେ କାର ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହେଇଛି। ଦୁଇ ମୃତକ ହେଲେ ଅମିତ କୁମାର ନାଏକ ଓ ବିଶ୍ଵନାଥ ନାଏକ।

ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଭାଲୁକି ଗାଆଁ ଛକ ନିକଟରେ କାର ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହେଇଛି। ଦୁଇ ମୃତକ ହେଲେ ଅମିତ କୁମାର ନାଏକ ଓ ବିଶ୍ଵନାଥ ନାଏକ।

Untitled

2 bikers die in accident Photograph: (Sambad.in)

ପାଲଲହଡ଼ା: ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଭାଲୁକି ଗାଆଁ ଛକ ନିକଟରେ କାର ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହେଇଛିଦୁଇ ମୃତକ ହେଲେ ଅମିତ କୁମାର ନାଏକ ଓ ବିଶ୍ଵନାଥ ନାଏକଏକ ସାମାଜିକ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ତାଳଚେର ଆଡୁ ଏକ କାର ଦୁଇ ବାଇକ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲାଘଟଣା ସ୍ଥଳରେ ଅମିତ କୁମାର ନାଏକଙ୍କର ମୃତ୍ୟୁ ହେଇଥିବା ବେଳେ ବିଶ୍ଵନାଥ ନାଏକଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ପଠାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ

ଗାଁରେ ଶୋକକୁଳ ପରିବେଶ

ଖମାର ଥାନା ପୁଲିସ ଉଭୟ କାର ଏବଂ ମୋଟର ସାଇକେଲ ଓ ଦୁଇ ଜଣଙ୍କ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛିଖମାର ଡାକ୍ତରଖାନା ପରିସର ଏବଂ ତାମ୍ବୁର ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି

ଆହୁରି ପଢ଼ନ୍ତୁ: Republic Day: ଜାତୀୟ ପତାକା ଅବତରଣ ବେଳେ ଅଘଟଣ, ଚାଲିଗଲା ଛାତ୍ରର ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe