2 Brothers Death Accident ଚାଲିଚାଲି ଆସୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ଦୁଇ ଭାଇ

Advertisment

ଚମ୍ପୁଆ ଥାନା ମଥୁରାପୁର ନିକଟରେ ଚାଲିଚାଲି ଆସୁଥିବା ବେଳେ ଚାରି ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା ବୋଲେରୋ। ଏହି ଦୁର୍ଘଟଣାରେ 2 brothers ପ୍ରାଣ ହରାଇଛନ୍ତି। ସେଦୁହେଁ ହେଲେ ଜଡିପଦା ଗାଁର ଯୁଧିଷ୍ଠିର ମହାନ୍ତ ଓ ଯଶୋବନ୍ତ ମହାନ୍ତ।

ଚମ୍ପୁଆ ଥାନା ମଥୁରାପୁର ନିକଟରେ ଚାଲିଚାଲି ଆସୁଥିବା ବେଳେ ଚାରି ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା ବୋଲେରୋ। ଏହି ଦୁର୍ଘଟଣାରେ 2 brothers ପ୍ରାଣ ହରାଇଛନ୍ତି। ସେଦୁହେଁ ହେଲେ ଜଡିପଦା ଗାଁର ଯୁଧିଷ୍ଠିର ମହାନ୍ତ ଓ ଯଶୋବନ୍ତ ମହାନ୍ତ।

Accident

2 brothers died in accident at champua Photograph: (sambad.in)

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଥୁରାପୁର ନିକଟରେ ଚାଲିଚାଲି ଆସୁଥିବା ବେଳେ ଚାରି ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା ବୋଲେରୋ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଗୁରୁତର ଯୁବକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ବସାସାହି ଗାଁରୁ ବୋଲେରୋ ଠାବ

ମୃତକ ଦୁଇ ଭାଇ ବୋଲି ସୂଚନା ରହିଛି। ସେଦୁହେଁ ହେଲେ ଜଡିପଦା ଗାଁର ଯୁଧିଷ୍ଠିର ମହାନ୍ତ ଓ ଯଶୋବନ୍ତ ମହାନ୍ତ। ଅନ୍ୟ ପଟେ ଦୁର୍ଘଟଣା ଘଟାଇ ଫେରାର ହେଇଥିବା OD09C 3248 ବୋଲେରୋ ଗାଡ଼ିଟିକୁ ପୁଲିସ ବସାସାହି ଗାଁରୁ ଠାବ କରିଛି।

ଆହୁରି ପଢ଼ନ୍ତୁ: Plane Crash: ରାଉରକେଲା ବିମାନ ଦୁର୍ଘଟଣା: ମୁମ୍ବାଇ ସ୍ଥାନାନ୍ତର ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ

 ଗତକାଲି ସନ୍ଧ୍ୟାରେ ଜଡିପଦା ଗାଁ ରୁ ଚାରିଜଣ ଚାଲିଚାଲି ଆସୁଥିବା ବେଳେ ପଛରୁ ଧକ୍କା ଦେଇ ଫେରାର ହେଇଯାଇଥିଲା ବୋଲେରୋ। 

ଆହୁରି ପଢ଼ନ୍ତୁ: 2 Young Men Death Accident ବାଇକରେ ଜଳେଶ୍ଵର ଷ୍ଟେସନକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe