ଦୁଇ କାର୍ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ତିନିଜଣଙ୍କ ଜୀବନ, ୨ ଗୁରୁତର

Advertisment

କୋରାପୁଟ ଜିଲ୍ଲା ସୁନାବେଡା ନିକଟରେ ବିଳମ୍ବିତ ରାତିରେ ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

କୋରାପୁଟ ଜିଲ୍ଲା ସୁନାବେଡା ନିକଟରେ ବିଳମ୍ବିତ ରାତିରେ ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

Accident (1)

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ନିକଟରେ ବିଳମ୍ବିତ ରାତିରେ ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ଗତକାଲି ରାତି ପ୍ରାୟ ୧୧ଟା ୪୫ ସମୟରେ ସୁନାବେଡା ୨୬ନଂ ଜାତୀୟ ରାଜପଥ ଡିଟିଏସ ଫାଟକ ନିକଟରେ ଦୁଇ କାର ମୁହାଁମୁହିଁ ଧକ୍କା ହୋଇଥିଲା।କାର୍‌ରେ ବିକାଶ ପାତ୍ର, ଦିବ୍ୟ ରଞ୍ଜନ ରଣା, ଆଶୁତୋଷ ପାତ୍ର ଓ କୈଳାସ ହରିଜନ ସିମିଳିଗୁଡାରୁ ସୁନାବେଡା ଯାଉଥିଲେ। ବେଳେ କୈଳାସ ଗୁରୁତର ହୋଇ ବିଷଆଖପାଟଣା ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୩ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଭାବେ କୋରାପୁଟରୁ ଦାମନଯୋଡିକୁ ଏକ ସଫାରି ଗାଡ଼ିରେ ଗୋଟିଏ ପରିବାର ଯାଉଥିଲେ। ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ସଫାରି ଗାଡ଼ିର ବେଲୁନ ଖୋଲିଯିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର। ତେବେ ଡ୍ରାଇଭର ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ୪୫ ସମୟରେ ସୁନାବେଡା ୨୬ନଂ ଜାତୀୟ ରାଜପଥ ଡିଟିଏସ ଫାଟକ ନିକଟରେ ଦୁଇ କାର ମୁହାଁମୁହିଁ ଧକ୍କା ହୋଇଥିଲା।କାର୍‌ରେ ବିକାଶ ପାତ୍ର, ଦିବ୍ୟ ରଞ୍ଜନ ରଣା, ଆଶୁତୋଷ ପାତ୍ର ଓ କୈଳାସ ହରିଜନ ସିମିଳିଗୁଡାରୁ ସୁନାବେଡା ଯାଉଥିଲେ। ବେଳେ କୈଳାସ ଗୁରୁତର ହୋଇ ବିଷଆଖପାଟଣାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୩ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଭାବେ କୋରାପୁଟରୁ ଦାମନଯୋଡିକୁ ଏକ ସଫାରି ଗାଡ଼ିରେ ଗୋଟିଏ ପରିବାର ଯାଉଥିଲେ। ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ସଫାରି ଗାଡ଼ିର ବେଲୁନ ଖୋଲିଯିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର। ତେବେ ଡ୍ରାଇଭର ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe