ରାତି ଅଧରେ ବେଆଇନ୍ ଗୋ-ଚାଲାଣ ଅଭିଯୋଗରେ ୨ ମାଫିଆ ଗିରଫ

Advertisment

ରାତି ଅଧରେ ବେଆଇନ୍ ଗୋ-ଚାଲାଣ ଅଭିଯୋଗରେ ୨ ମାଫିଆ ଗିରଫ। ଭଦ୍ରକ ଟାଉନ ପୁଲିସ ଓ ପୁରୁଣାବଜାର ପୁଲିସକୁ ମିଳିତ ଚଢ଼ାଉରେ ସଫଳତା। ଏକ ଭ୍ୟାନ୍‌ରେ ବେଆଇନ୍ ଗୋ-ଚାଲାଣ ହେଉଥିବାର ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨ ମାଫିଆଙ୍କୁ ଧରିବା ସହ ୯ ଗୋରୁଙ୍କୁ ଉଦ୍ଧାର କରିଥିଲା। 

ବଜବଜିଆରେ ୫ ଗୋରୁ ମୃତ, ଶତାଧିକ ଆକ୍ରାନ୍ତ 

ଭଦ୍ରକ: ରାତି ଅଧରେ ବେଆଇନ୍ ଗୋ-ଚାଲାଣ ଅଭିଯୋଗରେ ୨ ମାଫିଆ ଗିରଫ। ଭଦ୍ରକ ଟାଉନ ପୁଲିସ ଓ ପୁରୁଣାବଜାର ପୁଲିସକୁ ମିଳିତ ଚଢ଼ାଉରେ ସଫଳତା। ଏକ ଭ୍ୟାନ୍‌ରେ ବେଆଇନ୍ ଗୋ-ଚାଲାଣ ହେଉଥିବାର ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୨ ମାଫିଆଙ୍କୁ ଧରିବା ସହ ୯ ଗୋରୁଙ୍କୁ ଉଦ୍ଧାର କରିଥିଲା। ଭ୍ୟାନରେ ପୁରୁଣା ବଜାର ଅଞ୍ଚଳକୁ ଗୋ-ଚାଲାଣ ହେଉଥିଲେ। ହଜାରୀ ନଗର ମଶାଣି ପାଖରୁ ୯ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା।
 
ସୂଚନାଯୋଗ୍ୟ, ଭଦ୍ରକ ଏସପି ମୁଡକର ସନ୍ଦୀପ ସମ୍ପତ୍ ଙ୍କ ତତ୍ତ୍ଵାବଧାନରେ ମାସେ ହେବ ଚାଲିଛି ସ୍ଵତନ୍ତ୍ର ଡ୍ରାଇଭ୍। ଭଦ୍ରକ ବାଟଦେଇ ବହୁ ଗୋରୁ ଗାଡ଼ି ନିୟମିତ ଯାଉଥିବା ହେତୁ ପୁଲିସ ପକ୍ଷରୁ କଡ଼ାକଡ଼ିଭାବେ ରାତିରେ ପାଟ୍ରୋଲିଂ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe