ପରିତ୍ୟକ୍ତ ପୋଖରୀରେ ଦୁଇ ଅଜଣା ଯୁବକଙ୍କ ମରଶରୀର, ମୁରିବାହାଲ ପୁଲିସର ତଦନ୍ତ ଆରମ୍ଭ

Advertisment

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଗୁରୁଣ୍ଡା ଓ ଭୋଇପଡ଼ା ମଝିରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଦୁଇ ଜଣ ଅଜଣା ଯୁବକଙ୍କ ମରଶରୀର ପଡ଼ି ରହିଛି l

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଗୁରୁଣ୍ଡା ଓ ଭୋଇପଡ଼ା ମଝିରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଦୁଇ ଜଣ ଅଜଣା ଯୁବକଙ୍କ ମରଶରୀର ପଡ଼ି ରହିଛି l

pond45

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଗୁରୁଣ୍ଡା ଓ ଭୋଇପଡ଼ା ମଝିରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଦୁଇ ଜଣ ଅଜଣା ଯୁବକଙ୍କ ମରଶରୀର ପଡ଼ି ରହିଛି l ଦୁଇ ଜଣଙ୍କ ମୃତଦେହ ସାଙ୍ଗରେ ବାଇକ ମଧ୍ୟ ପାଣିରେ ପଡ଼ି ରହିଛି l ଏପର୍ଯ୍ୟନ୍ତ ଦୁଇ ଜଣ ଯୁବକଙ୍କ ପରିଚୟ ମିଳି ପାରି ନାହିଁ l

ଗତକାଲି ସନ୍ଧ୍ୟାରେ ମୁରିବାହାଲରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ହୋଇଥିବାରୁ ବାଇକଟି ଭାରସାମ୍ୟ ହରାଇ ଏହି ଦୁଇ ଜଣ ଯୁବକ ପୋଖରୀରେ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe