ବାଲେଶ୍ବରରେ ଚାଞ୍ଚଲ୍ୟ: ପୋଲ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର ସହର ଉପକଣ୍ଠ ଏକ ପୋଲ ନିକଟରୁ ଆଜି ସକାଳେ ୨ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ୨ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ଘଟଣାସ୍ଥଳରୁ ୨ଟି ବାଇକ ଜବତ ସହ ମୃତ ଓ ଆହତଙ୍କ ପକେଟରୁ ଛୁରୀ ଜବତ କରାଯାଇଛି।

ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠ ଏକ ପୋଲ ନିକଟରୁ ଆଜି ସକାଳେ ୨ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ୨ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି।

 ୨ ମୃତକ ହେଲେ ସଦର ଥାନା କାସିମାବାଦର ରକି ଟୁଡୁ ଓ ବିକାଶ ମୁର୍ମୁ। ଆହତ ହେଲେ ବାଲେଶ୍ୱର ସହର ଉପକଣ୍ଠ କରଞ୍ଜିଆ ପଞ୍ଚାୟତ ଭୋଇସାହିର ଅନନ୍ତ ମାଝୀ ଓ ରାହୁଲ ମାଝୀ। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।

ଆଜି ଭୋର ସମୟରେ ପିସିଆର ଭ୍ୟାନ ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିବା ବେଳେ ସଦର ଥାନା ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘଟଣାସ୍ଥଳରୁ ୨ଟି ବାଇକ ଜବତ ସହ ମୃତ ଓ ଆହତଙ୍କ ପକେଟରୁ ଛୁରୀ ଜବତ କରାଯାଇଛି।

 ୨ ମୃତକ ହେଲେ ରେମୁଣା ବ୍ଲକ୍ କାସିମାବାଦର ରକି ଟୁଡୁ ଓ ବିକାଶ ମୁର୍ମୁ। ଆହତ ହେଲେ ବାଲେଶ୍ୱର ସହର ଉପକଣ୍ଠ ରେମୁଣା ବ୍ଲକ୍ କରଞ୍ଜିଆ ପଞ୍ଚାୟତ ଭୋଇସାହିର ଅନନ୍ତ ମାଝୀ ଓ ରାହୁଲ ମାଝୀ। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe