2 Death Car Accident ଆନ୍ଧ୍ର ପ୍ରଦେଶରେ କାର୍ ଦୁର୍ଘଟଣା: ଚାଲିଗଲା ଦୁଇ ଓଡ଼ିଆଙ୍କ ଜୀବନ, ୫ ଆହତ

Advertisment

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ନନ୍ଦିଗ୍ରାମ ନିକଟରେ ଜାତୀୟ ରାଜପଥରେ କାର accidentରେ ୨ଜଣଙ୍କର ମୃତ୍ୟୁ ଅନ୍ୟ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ  ଚିକିତ୍ସା ପାଇଁ ତୁରନ୍ତ  ଟେକାଲି ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

eng

2 death in car accident Photograph: (sambad.in)

ଗଜପତି: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ନନ୍ଦିଗ୍ରାମ ନିକଟରେ ଜାତୀୟ   ରାଜପଥରେ କାର ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଅନ୍ୟ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଆଇଚର ଭ୍ୟାନ୍ ସହିତ କାରର ଧକ୍କା ହୋଇଥିଲା

ସୂଚନା ପ୍ରକାରେ, ଓଡ଼ିଶାର ସୁନାପୁରମରୁ ସାତ ଜଣ ଲୋକ ସକାଳୁ ସକାଳୁ ଏକ କାରରେ ଶ୍ରୀକାକୁଲମ ଅଭିମୁଖେ ଯାତ୍ରା କରୁଥିଲେ।  ଜାତୀୟ ରାଜପଥର  ନନ୍ଦିଗାମ ନିକଟରେ  ଛିଡ଼ା ହୋଇଥିବା ଏକ ଆଇଚର ଭ୍ୟାନ୍ ସହିତ କାରର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଡାଲିଆ (୪୬) ଏବଂ ମୋହିନାମ୍ମା (୫୦)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ ପାଞ୍ଚ ଜଣ ଆହତଙ୍କୁ  ଚିକିତ୍ସା ପାଇଁ ତୁରନ୍ତ  ଟେକାଲି ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

State Police Atheletic Championship ୭୪ତମ ରାଜ୍ୟ ପୁଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ଉଦଘାଟିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe