ଭାରସାମ୍ୟ ହରାଇ ଟ୍ରେଲର ସହ ପିଟି ହେଲା ବାଇକ: ବାଇକ ଚାଳକ ସମେତ ଦୁଇ ମୃତ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ ରାଣୀବନ୍ଦ ନିକଟରେ ଏକ ପଲସର ବାଇକ ଭାରସାମ୍ୟ ହରାଇ ଏକ ଟ୍ରେଲର ସହ ଧକ୍କା ହେବାରୁ ବାଇକ ଚାଳକ ସମେତ ଅନ୍ୟଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। 

Hiwa-Bullet head-on collision: One dead, one seriously injured

Hiwa-Bullet head-on collision: One dead, one seriously injured Photograph: (sambad.in)

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ ରାଣୀବନ୍ଦ ନିକଟରେ ଏକ ପଲସର ବାଇକ ଭାରସାମ୍ୟ ହରାଇ ଏକ ଟ୍ରେଲର ସହ ଧକ୍କା ହେବାରୁ ବାଇକ ଚାଳକ ସମେତ ଅନ୍ୟଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। 

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ ରାଣୀବନ୍ଦ ନିକଟରେ ଏକ ପଲସର ବାଇକ ଭାରସାମ୍ୟ ହରାଇ ଏକ ଟ୍ରେଲର ସହ ଧକ୍କା ହେବାରୁ ବାଇକ ଚାଳକ ସମେତ ଅନ୍ୟଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ମୃତକ ଦୁଇ ଜଣ ହେଲେ ରାଜଗାଙ୍ଗପୁର କାଂଶବାହାଲ ଅଞ୍ଚଳର ଯଶବିର ବେକ ଏବଂ ସୋନାଖାନ ଅଞ୍ଚଳର ରୋହିତ ମାଝୀ ।


 

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ମୃତକ ଦୁଇ ଜଣ ହେଲେ ରାଜଗାଙ୍ଗପୁର କାଂଶବାହାଲ ଅଞ୍ଚଳର ଯଶବିର ବେକ ଏବଂ ସୋନାଖାନ ଅଞ୍ଚଳର ରୋହିତ ମାଝୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe