ନୂଆପଡ଼ା: ଛତିଶଗଡ଼ର ବିଜାପୁରରେ ପୁଲିସ୍-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗଂଗାଲୁର ଜଂଗଲରେ ଏନକାଉଣ୍ଟରରେ ୨ ଡିଆରଜି ଯବାନ ଆହତ ହୋଇଛନ୍ତି।ଦୁଇ ଆହତଙ୍କୁ ରାୟପୁର ଏୟାରଲିଫ୍ଟ ଲାଗି ପ୍ରକ୍ରିୟା ଚାଲିଥିବାର ସୂଚନା ରହିଛି।
ପୁଲିସ୍-ମାଓବାଦୀ ମୁହାଁମୁହିଁ, ୨ ଡିଆରଜି ଯବାନ ଆହତ
Advertisment
Follow Us