ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର

ବିଜାପୁର ଜିଲ୍ଲା ଅନ୍ତର୍ଗତ ବାସାଗୁଡ଼ା ଥାନା ଅଞ୍ଚଳର ପୁତକେଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ୨୨୯ କୋବ୍ରା ବାଟାଲିୟନର ଯବାନ କୁମ୍ବିଂ କରୁଥିବା ବେଳେ ଅଚାନକ  ଯବାନଙ୍କ ପାଦ ବୋମା ଉପରେ ପଡ଼ିଥିଲା। ଏହାଫଳରେ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

ଭଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ବିଜାପୁର ଜିଲ୍ଲା ଅନ୍ତର୍ଗତ ବାସାଗୁଡ଼ା ଥାନା ଅଞ୍ଚଳର ପୁତକେଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ୨୨୯ କୋବ୍ରା ବାଟାଲିୟନର ଯବାନ କୁମ୍ବିଂ କରୁଥିବା ବେଳେ ଅଚାନକ  ଯବାନଙ୍କ ପାଦ ବୋମା ଉପରେ ପଡ଼ିଥିଲା। ଏହାଫଳରେ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

ବିଜାପୁର ଜିଲ୍ଲା ଅନ୍ତର୍ଗତ ବାସାଗୁଡ଼ା ଥାନା ଅଞ୍ଚଳର ପୁତକେଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ୨୨୯ କୋବ୍ରା ବାଟାଲିୟନର ଯବାନ କୁମ୍ବିଂ କରୁଥିବା ବେଳେ ଅଚାନକ  ଯବାନଙ୍କ ପାଦ ବୋମା ଉପରେ ପଡ଼ିଥିଲା। ଏହାଫଳରେ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଦୁଇ ଯବାନଙ୍କୁ ତୁରନ୍ତ ହେଲିକ୍ୟାପ୍ଟର ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁଇ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

ଦୁଇ  ଯବାନଙ୍କୁ ତୁରନ୍ତ ହେଲିକ୍ୟାପ୍ଟର ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁଇ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe