ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍

Advertisment

ଦୁଇ ମହିଳା ବାଲିଯାତ୍ରାରେ ଲୁଟୁଥିଲେ, ପୁଲିସ ହାତରେ ଧରାପଡ଼ିଥିଲେ। ଉଭୟଙ୍କୁ ରାତିରେ ଧରିଲା ପୁଲିସ ହେଲେ, ସକାଳୁ ଦୁହେଁ କୁଆଡ଼େ ଉଭାନ ହୋଇଗଲେ। ଖସିଗଲେ। ହଁ, କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍ ହୋଇଯାଇଛନ୍ତି।

ଦୁଇ ମହିଳା ବାଲିଯାତ୍ରାରେ ଲୁଟୁଥିଲେ, ପୁଲିସ ହାତରେ ଧରାପଡ଼ିଥିଲେ। ଉଭୟଙ୍କୁ ରାତିରେ ଧରିଲା ପୁଲିସ ହେଲେ, ସକାଳୁ ଦୁହେଁ କୁଆଡ଼େ ଉଭାନ ହୋଇଗଲେ। ଖସିଗଲେ। ହଁ, କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍ ହୋଇଯାଇଛନ୍ତି।

bj

କଟକ: ଦୁଇ ମହିଳା ବାଲିଯାତ୍ରାରେ ଲୁଟୁଥିଲେ, ପୁଲିସ ହାତରେ ଧରାପଡ଼ିଥିଲେ। ଉଭୟଙ୍କୁ ରାତିରେ ଧରିଲା ପୁଲିସ ହେଲେ, ସକାଳୁ ଦୁହେଁ କୁଆଡ଼େ ଉଭାନ ହୋଇଗଲେ। ଖସିଗଲେ। ହଁ, କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍ ହୋଇଯାଇଛନ୍ତି।

ବାଲିଯାତ୍ରାର ଶେଷ ଦିନରେ ଭିଡ଼ ଭିତରେ ସୁନା ଚେନ୍ ଲୁଟ୍ କଲା ବେଳେ ଏହି ଦୁଇ ଲୁଟେରା ପୁଲିସ ହାତରେ ଧରାପଡ଼ିଥିଲେ। ଦୁଇ ଅଣଓଡ଼ିଆ ମହିଳା ଲୁଟେରାଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଥିଲା। ଏମାନଙ୍କ ଠାରୁ ପୁଲିସ ଅନ୍ୟ ଲୁଟେରାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯୋଜନା ରଖିଥିବା ବେଳେ ଏମାନେ ସୁଯୋଗ ଦେଖି ଥାନାରୁ ଖସି ପଳାଇଥିବା ଜଣାଯାଇଛି। 

ଶନିବାର ବାଲିଯାତ୍ରାର ଶେଷ ଦିନରେ ଭିଡ଼ ଭିତରେ ସୁନା ଚେନ୍ ଲୁଟ୍ କଲା ବେଳେ ଏହି ଦୁଇ ଲୁଟେରା ପୁଲିସ ହାତରେ ଧରାପଡ଼ିଥିଲେ। ଦୁଇ ଅଣଓଡ଼ିଆ ମହିଳା ଲୁଟେରାଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଥିଲା। ଏମାନଙ୍କ ଠାରୁ ପୁଲିସ ଅନ୍ୟ ଲୁଟେରାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯୋଜନା ରଖିଥିବା ବେଳେ ଏମାନେ ସୁଯୋଗ ଦେଖି ଥାନାରୁ ଖସି ପଳାଇଥିବା ଜଣାଯାଇଛି। 

 ଅଧିକ ପଢ଼ନ୍ତ:  ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, କୁକୁଡ଼ା ବୋହିନେଲେ ଲୋକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe