ବାପାର ଦ୍ୱିତୀୟ ବିବାହ ପ୍ରସ୍ତାବ ହେଲା କାଳ: ଜୀବନ ହାରିଲେ ଦୁଇ ନାବାଳକ ପୁଅ, ଥାନାରେ ବାପା ଅଟକ

Advertisment

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ୨ ନାବାଳକ ପୁଅ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଖବର ପାଇ ଫତେଗଡ଼ ଥାନ ପୁଲିସ ଘଟଣାସ୍ଥଳରେ ଛାନଭିନ୍ ଚଳାଇଛି।

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ୨ ନାବାଳକ ପୁଅ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଖବର ପାଇ ଫତେଗଡ଼ ଥାନ ପୁଲିସ ଘଟଣାସ୍ଥଳରେ ଛାନଭିନ୍ ଚଳାଇଛି।

bhi

ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ୨ ନାବାଳକ ପୁଅ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଖବର ପାଇ ଫତେଗଡ଼ ଥାନ ପୁଲିସ ଘଟଣାସ୍ଥଳରେ ଛାନଭିନ୍ ଚଳାଇଛି।

ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବାହା ହୋଇଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ ପୁଅ ୧୪ ବର୍ଷ ହୋଇଥିଲାବେଳେ ସାନପୁଅ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀ ୩ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ପୁନର୍ବାର ପ୍ରକାଶ ଦ୍ୱିତୀୟ ବିବାହ ପାଇଁ ଗତକାଲି ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବେକରେ ଲୁଗାବାନ୍ଧି ଝୁଲିପଡ଼ି ଆତ୍ମହତ୍ୟା କରିଥିବା ପୁଅର ବାପା ଅଚ୍ୟୁତ ମହାନ୍ତି କହିଛନ୍ତି। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିବା ଜଣାପଡିଛି।

 ମିଳିଥିବା ସୂଚନାରୁ ଜଣାପଡିଛି ଯେ ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବାହା ହୋଇଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ ପୁଅ ୧୪ ବର୍ଷ ହୋଇଥିଲାବେଳେ ସାନପୁଅ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀ ୩ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ପୁନର୍ବାର ପ୍ରକାଶ ଦ୍ୱିତୀୟ ବିବାହ ପାଇଁ ଗତକାଲି ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବେକରେ ଲୁଗାବାନ୍ଧି ଝୁଲିପଡ଼ି ଆତ୍ମହତ୍ୟା କରିଥିବା ପୁଅର ବାପା ଅଚ୍ୟୁତ ମହାନ୍ତି କହିଛନ୍ତି।

 ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe