କୋଲାବିରା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ଏକ ଅଜଣା ଗାଡ଼ି ଧକ୍କାରେ ଭାରସାମ୍ୟ ହରାଇ ସାମ୍ନାରେ ଆସୁଥିବା ଆଉ ଏକ ଚାରିଚକିଆ ଗାଡ଼ିରେ ପିଟି ହୋଇ ଗୁରୁତର ହୋଇପଡ଼ିଥିଲେ ଦୁହେଁ। ଆମ୍ବୁଲାନ୍ସ ସାହାଯ୍ୟରେ କୋଲାବିରା ପୁଲିସ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁୁ ମୃତ ଘୋଷଣା କରିଥିଲେ।
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ଏକ ଅଜଣା ଗାଡ଼ି ଧକ୍କାରେ ଭାରସାମ୍ୟ ହରାଇ ସାମ୍ନାରେ ଆସୁଥିବା ଆଉ ଏକ ଚାରିଚକିଆ ଗାଡ଼ିରେ ପିଟି ହୋଇ ଗୁରୁତର ହୋଇପଡ଼ିଥିଲେ ଦୁହେଁ। ଆମ୍ବୁଲାନ୍ସ ସାହାଯ୍ୟରେ କୋଲାବିରା ପୁଲିସ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ସମାସିଂହାର ଗଣେଶ ଜୟପୁରିଆ ଓ ଲୁଡୁଙ୍ଗ ଗାଁର ରଵି ଭୋଇ।
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ଏକ ଅଜଣା ଗାଡ଼ି ଧକ୍କାରେ ଭାରସାମ୍ୟ ହରାଇ ସାମ୍ନାରେ ଆସୁଥିବା ଆଉ ଏକ ଚାରିଚକିଆ ଗାଡ଼ିରେ ପିଟି ହୋଇ ଗୁରୁତର ହୋଇପଡ଼ିଥିଲେ ଦୁହେଁ। ଆମ୍ବୁଲାନ୍ସ ସାହାଯ୍ୟରେ କୋଲାବିରା ପୁଲିସ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁୁ ମୃତ ଘୋଷଣା କରିଥିଲେ।
ମୃତକ ହେଲେ ସମାସିଂହାର ଗଣେଶ ଜୟପୁରିଆ ଓ ଲୁଡୁଙ୍ଗ ଗାଁର ରଵି ଭୋଇ।
ମୃତକ ହେଲେ ସମାସିଂହାର ଗଣେଶ ଜୟପୁରିଆ ଓ ଲୁଡୁଙ୍ଗ ଗାଁର ରଵି ଭୋଇ। ଉଭୟ ମୃତକ ଏକ ବାଇକ୍ରେ ସୋଢାମାଲ ପଟରୁ ସମାସିଂହା ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।
accident
Follow Us