ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା: ବନ୍ୟାଜଳରେ ଭାସି ୨ ମୃତ

Advertisment

ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାରେ ପୁଣି  ୨ଟି ଜୀବନ ଯାଇଛି। ମୃତକ ହେଉଛନ୍ତି କୁମ୍ଭୀରଗଡ଼ି ପଞ୍ଚାୟତ ଅଡଙ୍ଗପନ୍ତାଇ ଗ୍ରାମର ଶଙ୍କର ପାତ୍ରଙ୍କ ପୁଅ ଅଚିନ୍ତ୍ୟ ପାତ୍ର(୪୭) ଓ ସେହି ଗ୍ରାମର ବୈକୁଣ୍ଠ ମାଝୀ (୮୦)।

ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାରେ ପୁଣି  ୨ଟି ଜୀବନ ଯାଇଛି। ମୃତକ ହେଉଛନ୍ତି କୁମ୍ଭୀରଗଡ଼ି ପଞ୍ଚାୟତ ଅଡଙ୍ଗପନ୍ତାଇ ଗ୍ରାମର ଶଙ୍କର ପାତ୍ରଙ୍କ ପୁଅ ଅଚିନ୍ତ୍ୟ ପାତ୍ର(୪୭) ଓ ସେହି ଗ୍ରାମର ବୈକୁଣ୍ଠ ମାଝୀ (୮୦)।

Untitled

ଭୋଗରାଇ: ଚଳିତବର୍ଷ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାରେ ପୁଣି  ୨ଟି ଜୀବନ ଯାଇଛି। ମୃତକ ହେଉଛନ୍ତି କୁମ୍ଭୀରଗଡ଼ି ପଞ୍ଚାୟତ ଅଡଙ୍ଗପନ୍ତାଇ ଗ୍ରାମର ଶଙ୍କର ପାତ୍ରଙ୍କ ପୁଅ ଅଚିନ୍ତ୍ୟ ପାତ୍ର(୪୭) ଓ ସେହି ଗ୍ରାମର ବୈକୁଣ୍ଠ ମାଝୀ (୮୦)।

ସୂଚନା ଅନୁଯାୟୀ, ସୋମବାର ସକାଳେ ଅଚିନ୍ତ୍ୟ ଘରୁ ବାହାରି ଛକକୁ ବୁଲିବା ପାଇଁ ଆସିଥିଲେ। ହେଲେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କର କୌଣସି ପତ୍ତା ମିଳିନଥିଲା ବେଳେ ମଙ୍ଗଳବାର ସକାଳ ସମୟରେ ନିଜ ଘର ପାଖ ବିଲ ବନ୍ୟା ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଖବର ପାଇଁ ଦେବା ପରେ ଓଡ୍ରାଫ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।

ସୋମବାର ସକାଳେ ଅଚିନ୍ତ୍ୟ ଘରୁ ବାହାରି ଛକକୁ ବୁଲିବା ପାଇଁ ଆସିଥିଲେ। ହେଲେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କର କୌଣସି ପତ୍ତା ମିଳିନଥିଲା ବେଳେ ମଙ୍ଗଳବାର ସକାଳ ସମୟରେ ନିଜ ଘର ପାଖ ବିଲ ବନ୍ୟା ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଖବର ପାଇଁ ଦେବା ପରେ ଓଡ୍ରାଫ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ସେହିପରି ରାତି ୯ ଟା ସମୟରେ ବୈକୁଣ୍ଠ ଘର ପାଖକୁ ପରିସ୍ରା କରିବା ଯିବା ସମୟରେ ପାଦ ଖସି ତଳେ ପଡ଼ି ବନ୍ୟା ପାଣିରେ ପଡ଼ି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ପାଖରେ ଥିବା ବନ୍ୟା ପାଣିରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସେହିପରି ରାତି ୯ ଟା ସମୟରେ ବୈକୁଣ୍ଠ ଘର ପାଖକୁ ପରିସ୍ରା କରିବା ଯିବା ସମୟରେ ପାଦ ଖସି ତଳେ ପଡ଼ି ବନ୍ୟା ପାଣିରେ ପଡ଼ି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ପାଖରେ ଥିବା ବନ୍ୟା ପାଣିରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe