ହାଇୱା ଧକ୍କାରେ ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ, ୨ ଗୁରୁତର

ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ହାଇୱା ଧକ୍କାରେ ୨ ମୃତ ଓ ୨ ଆହତ l ମୃତକମାନେ ହେଲେ କର୍ଡୋଲା ଗ୍ରାମର ତଥା ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ  ବିଜେପି ନେତା ମୁରଲୀଧର ଛୁରିଆ।

bhn

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ହାଇୱା ଧକ୍କାରେ ୨ ମୃତ ଓ ୨ ଆହତ l ମୃତକମାନେ ହେଲେ କର୍ଡୋଲା ଗ୍ରାମର ତଥା ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ  ବିଜେପି ନେତା ମୁରଲୀଧର ଛୁରିଆ। ବିଜେପି କାର୍ଯ୍ୟକର୍ତ୍ତାଙ୍କ କାରକୁ ପଛ ପଟୁ ଗୋଡ଼େଇ ଗୋଡ଼େଇ ଧକ୍କା ଦେଇଥିଲା ହାଇୱା। ଦୁଇ ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି।

୪ ଜଣ ନାଉରୀ ନାୟକଙ୍କ ସହିତ ଭୁବନେଶ୍ୱର ଯାଇଥିଲେl ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ ରାତି ପ୍ରାୟ ସାଢ଼େ ୧ଟା ସମୟରେ କଟାପାଲି ନିକଟରେ ଦୁଇ ଥର ଧକ୍କା ଦେଇଥିଲା ଖବର ପାଇ ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା।ଏଣେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ୪ ଜଣ ନାଉରୀ ନାୟକଙ୍କ ସହିତ ଭୁବନେଶ୍ୱର ଯାଇଥିଲେl ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ ରାତି ପ୍ରାୟ ସାଢ଼େ ୧ଟା ସମୟରେ କଟାପାଲି ନିକଟରେ ଦୁଇ ଥର ଧକ୍କା ଦେଇଥିଲା ଖବର ପାଇ ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା। ଏଣେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୁଲିସ ଗିରଫ କରିଥିଲା। ସ୍ଥାନୀୟ ଅଞ୍ଚଳରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।

ତେଣେ ଏହି ଅଭାବନୀୟ ଘଟଣାରେ ମର୍ମାହତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ଓ ଗୁରୁତର ପରିବାରବର୍ଗଙ୍କୁ ଭେଟିବେ ବୋଲି ଜଣାଯାଇଛି।

Dharmendra Pradhan

ତେଣେ ଏହି ଅଭାବନୀୟ ଘଟଣାରେ ମର୍ମାହତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ଓ ଗୁରୁତର ପରିବାରବର୍ଗଙ୍କୁ ଭେଟିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe